ଆଜି ଚିତାଲାଗି ଅମାବାସ୍ୟା , ମହାପ୍ରଭୁଙ୍କ ମସ୍ତକରେ ଲାଗିହେବ ଦୂର୍ମୁଲ୍ୟ ରତ୍ନ ଖଚିତ ଚିତା

ପୁରୀ: ଆଜି ଶ୍ରାବଣ ଅମାବାସ୍ୟା। ମହାପ୍ରଭୁଙ୍କ ମସ୍ତକରେ ଲାଗିହେବ ଦୂର୍ମୁଲ୍ୟ ରତ୍ନ ଖଚିତ ଚିତା। ପରମ୍ପରା ଏବଂ ବିଧିମୁତାବକ ଏହି ଚିତାକୁ ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇବେ ଦଇତାପତି ସେବାୟତ। ତା’ପୂର୍ବରୁ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବେ। ନବକଳେବର ଅବସରରେ ଏହି ରତ୍ନ ଖଚିତ ଚିତାକୁ ମରାମତି କରାଯାଇ ନୂତନ କଳେବର ଦିଆଯାଇଛି। ଯେଉଁଥିରେ ନୂତନ ଭାବେ ୧ କେଜି ୮ଶହ ଗ୍ରାମର ବିଶୁଦ୍ଧ ସୁନା ଲାଗିଛି। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାରେ ଖଚିତ ଚିତା, […]

puri

puri

Rakesh Mallick
  • Published: Friday, 14 August 2015
  • Updated: 14 August 2015, 04:10 AM IST

Sports

Latest News

ପୁରୀ: ଆଜି ଶ୍ରାବଣ ଅମାବାସ୍ୟା। ମହାପ୍ରଭୁଙ୍କ ମସ୍ତକରେ ଲାଗିହେବ ଦୂର୍ମୁଲ୍ୟ ରତ୍ନ ଖଚିତ ଚିତା। ପରମ୍ପରା ଏବଂ ବିଧିମୁତାବକ ଏହି ଚିତାକୁ ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇବେ ଦଇତାପତି ସେବାୟତ। ତା'ପୂର୍ବରୁ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବେ। ନବକଳେବର ଅବସରରେ ଏହି ରତ୍ନ ଖଚିତ ଚିତାକୁ ମରାମତି କରାଯାଇ ନୂତନ କଳେବର ଦିଆଯାଇଛି। ଯେଉଁଥିରେ ନୂତନ ଭାବେ ୧ କେଜି ୮ଶହ ଗ୍ରାମର ବିଶୁଦ୍ଧ ସୁନା ଲାଗିଛି। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାରେ ଖଚିତ ଚିତା, ବଡଭାଇ ବଳଭଦ୍ରଙ୍କ ମସ୍ତକରେ ନୀଳା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତାକୁ ପରିଧାନ କରାଯିବ। ଦୀର୍ଘ ଦିନ ଧରି ଦୁର୍ବଳ ହୋଇପଡ଼ିଥିଲା ଏହି ଚିତା ସବୁ ଯାହାକୁ ନିପୁଣ କାରିଗରଙ୍କ ଦ୍ୱାରା  ମରାମତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story