ଆଜି ଓଡ଼ିଶା ଡିଜାଷ୍ଟର ପ୍ରିପେୟାର୍ଡନେସ୍ ଡେ: ଥିମ୍ ରହିଛି ବିପର୍ଯ୍ୟୟ ପରିଚାଳନାରେ ମହାକାଶ ବିଜ୍ଞାନର ଉପଯୋଗ

ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ମନେ ପକାଇ ଆଜିର ଦିନକୁ ରାଜ୍ୟ ସରକାର ଓଡ଼ିଶା ଡିଜାଷ୍ଟର ପ୍ରିପେୟାର୍ଡନେସ୍ ଡେ ଭାବେ ପାଳନ କରୁଛନ୍ତି। ଚଳିତବର୍ଷ ଏହାର ଥିମ୍ ରଖାଯାଇଛି ‘ୟୁଜ ଅଫ ସ୍ପେସ୍ ଟେକନୋଲଜି ଇନ୍ ଡିଜାଷ୍ଟର ମ୍ୟାନେଜେମେଣ୍ଟ’ ବା ବିପର୍ଯ୍ୟୟ ପରିଚାଳନାରେ ମହାକାଶ ବିଜ୍ଞାନର ଉପଯୋଗ। ଏହି ଅବସରରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା […]

cm

cm

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 10:14 AM IST

Sports

Latest News

ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ମନେ ପକାଇ ଆଜିର ଦିନକୁ ରାଜ୍ୟ ସରକାର ଓଡ଼ିଶା ଡିଜାଷ୍ଟର ପ୍ରିପେୟାର୍ଡନେସ୍ ଡେ ଭାବେ ପାଳନ କରୁଛନ୍ତି। ଚଳିତବର୍ଷ ଏହାର ଥିମ୍ ରଖାଯାଇଛି 'ୟୁଜ ଅଫ ସ୍ପେସ୍ ଟେକନୋଲଜି ଇନ୍ ଡିଜାଷ୍ଟର ମ୍ୟାନେଜେମେଣ୍ଟ' ବା ବିପର୍ଯ୍ୟୟ ପରିଚାଳନାରେ ମହାକାଶ ବିଜ୍ଞାନର ଉପଯୋଗ। ଏହି ଅବସରରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ବିପର୍ଯ୍ୟୟ ପରିଚାଳନା ବେଳେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶିତ ହୋଇଥିଲା। ଏଥିରେ ଓସଡମା, ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ନିଆଯାଉଥିବା ପଦକ୍ଷେପ ପ୍ରଦର୍ଶିତ କରାଯାଇଥିଲା । ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ,  ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story