ଆଜି ରଜ ସଂକ୍ରାନ୍ତି: ଉତ୍ସବ ମୁଖର ପୁରପଲ୍ଲୀ

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି । କୃଷିଭିତ୍ତିକ ଏହି ରଜ ପର୍ବରେ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଘରେ ଘରେ ପିଠା, ମିଠାର ଆସର ଜମୁଛି । ଏହାସହ ଛୋଟଠାରୁ ବଡ ସମସ୍ତେ ପାନ ଖାଇବାର ମଜ୍ଜା ନେଉଛନ୍ତି । ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶା ହୋଇ ଉଠିଛି ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ଦୋଳି ଲଗାଯାଇଥିବା ବେଳେ କବାଡି ଖେଳର ଆୟୋଜନ କରାଯାଉଛି । ବିଭିନ୍ନ ସ୍ଥାନରେ ଗ୍ରାମର ପିଲାମାନେ […]

rajo

rajo

Rakesh Mallick
  • Published: Monday, 15 June 2015
  • Updated: 15 June 2015, 03:46 AM IST

Sports

Latest News

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି । କୃଷିଭିତ୍ତିକ ଏହି ରଜ ପର୍ବରେ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଘରେ ଘରେ ପିଠା, ମିଠାର ଆସର ଜମୁଛି । ଏହାସହ ଛୋଟଠାରୁ ବଡ ସମସ୍ତେ ପାନ ଖାଇବାର ମଜ୍ଜା ନେଉଛନ୍ତି । ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶା ହୋଇ ଉଠିଛି ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ଦୋଳି ଲଗାଯାଇଥିବା ବେଳେ କବାଡି ଖେଳର ଆୟୋଜନ କରାଯାଉଛି । ବିଭିନ୍ନ ସ୍ଥାନରେ ଗ୍ରାମର ପିଲାମାନେ ଦୁଇଭାଗ ହୋଇ କବାଡି ଖେଳୁଥିବା ବେଳେ ଆଉ କିଛି ସ୍ଥାନରେ କବାଡି ସହ ବିଭିନ୍ନ ପ୍ରତିଯୋଗିତା ହେଉଥିବା ଦାଖିବାକୁ ମିଳୁଛି ।

ସେହିପରି ପହିଲି ରଜ ଅବସରରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଇଛି । ରବିବାର ରବୀନ୍ଦ୍ର ମଣ୍ଡପ ପରିସରରେ ସାଂସ୍କୃତିକ ଅନୁଷ୍ଠାନ ମଶାଲ ପକ୍ଷରୁ ରାଜ୍ୟସ୍ତରୀୟ ରଜ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ରଜ ଦୋଳି, ରଜ ଖଟି, ପାରମ୍ପାରିକ ପାଲା, ରଜ ପାନ, ପୋଡପିଠାର ଷ୍ଟଲ ସହିତ ନାଗା ନାଚ, ରାବଣ ନାଚ, କାଳୀ ନୃତ୍ୟ ଓ ରଜ ଦୋଳି ଗୀତରେ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ସେହିଭଳି ଭଞ୍ଜ କଳାମଣ୍ଡପରେ ନୃତ୍ୟପ୍ରତିଭା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ରଜ ଉତ୍ସବରେ ଢେଙ୍କ।ନାଳ ବିଧାୟକ ସରୋଜ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ନୃତ୍ୟ ଶିଳ୍ପୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ କୁନି କନି ନୃତ୍ୟ ଶିଳ୍ପୀମାନେ ଓଡିଶୀ ଓ ପଲ୍ଲୀ ନୃତ୍ୟ ପରିବେଶଣ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story