ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଇଛି ସଂସଦର ମୌସୁମୀ ଅଧିବେଶନରେ ବିଜେଡି ପେସ୍କା, କେନ୍ଦ୍ର ଅନୁଦାନ ଓ ଜମି ଅଧିଗ୍ରହଣ ବିଲ ସହିତ ବ୍ୟାପମ୍ ପ୍ରସଙ୍ଗ ଉଠାଇବ ବୋଲି କହିଛି। ବ୍ୟାପମ୍ ଘଟଣାରେ ଗିରଫ ଅଭିଯୁକ୍ତ ସୁଧୀର ଶର୍ମାଙ୍କ ସହ ସଂପର୍କ ଅଭିଯୋଗ ନେଇ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରିବ ବିଜେଡି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।