ହେଡ୍‌ ସାର୍ ଚାଉଳ ବିକିବାକୁ ନେଉଥିଲେ, ଧରା ପଡ଼ିଲେ!

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ୍‌କୁ ଆସୁଥିବା ଚାଉଳକୁ ଜଣେ ପ୍ରଧାନଶିକ୍ଷକ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି। ଆଜି ସେ ଚାଉଳ ବିକ୍ରି କରିବାକୁ ନେଉଥିବା ବେଳେ ଧରାପଡ଼ିଥିବା ଲୋକେ କହିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ସିଆର୍‌ସିସି କହିଛନ୍ତି। ଏ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଥରପୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗୀରଥି ପାତ୍ରଙ୍କ ବିରୋଧରେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ୩ […]

vasta

vasta

Jitendra Garnayak
  • Published: Wednesday, 31 October 2018
  • Updated: 31 October 2018, 02:39 PM IST

Sports

Latest News

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ୍‌କୁ ଆସୁଥିବା ଚାଉଳକୁ ଜଣେ ପ୍ରଧାନଶିକ୍ଷକ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି। ଆଜି ସେ ଚାଉଳ ବିକ୍ରି କରିବାକୁ ନେଉଥିବା ବେଳେ ଧରାପଡ଼ିଥିବା ଲୋକେ କହିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ସିଆର୍‌ସିସି କହିଛନ୍ତି।

ଏ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଥରପୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗୀରଥି ପାତ୍ରଙ୍କ ବିରୋଧରେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ୩ ବସ୍ତା ଚାଉଳ ପ୍ରଧାନଶିକ୍ଷକ ଏକ ରିକ୍ସାରେ ଲଦି ବିକ୍ରି କରିବାକୁ ନେଉ ଥିଲେ। କିଛି ଗ୍ରାମବାସୀ ଏହା ଦେଖି ସନ୍ଦେହ କଲେ। ତେଣୁ ସେମାନେ ପ୍ରଧାନଶିକ୍ଷକଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଏହା ପରେ ସ୍କୁଲ୍ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଲୋକଙ୍କ ଅଭିଯୋଗକୁ ପ୍ରଧାନଶିକ୍ଷକ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ରିକ୍ସା ଚାଳକ କହିଛନ୍ତି ଯେ ଚାଉଳ ବସ୍ତାଗୁଡ଼ିକୁ ବିକ୍ରି କରିବା ସେ ଦୋକାନକୁ ନେଉଥିଲେ।

ସିଆରସିସି ପ୍ରଦୀପ କୁମାର ଜେନା କହିଛନ୍ତି,“ମତେ ବିଇଓ ଫୋନ୍‌ କରି ଏହି ଘଟଣା ସମ୍ପର୍କରେ କହିଥିଲେ ଓ ସ୍କୁଲକୁ ଯିବାକୁ କହିଥିଲେ। ପ୍ରଧାନଶିକ୍ଷକ ଚାଉଳ ବିକ୍ରି କରିବାକୁ ନେଉଥିଲେ ବୋଲି ଗ୍ରାମବାସୀ ମତେ କହିଥିଲେ। ଘଟଣାର ତଦନ୍ତ କରାଯିବ, ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story