ଘର ମାଗିବାକୁ ଯାଇଥିଲେ, ଧମକ ଦେଇ ବିଦା କରିଦେଲେ ବିଡ଼ିଓ!

ଆନନ୍ଦପୁର(ମୁନା ସିଂହ): ବ୍ଲକ ଅଫିସ୍ ଆସିବାକୁ ମନା। ବ୍ଲକ ଅଫିସ ଆସିଲେ ଥାନାରା ପୂରେଇ ଦେବି। ମାମଲା ଦାୟର କରିବାକୁ ମଧ୍ୟ ଧମକ ଦେଉଛନ୍ତି ବିଡିଓ। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ବିଡିଓ ଅସିତ୍ ମହାନ୍ତିଙ୍କ ବିରୋଧରେ ଆସିଛି ଏଭଳି କିଛି ସଙ୍ଗୀନ ଅଭିଯୋଗ। ଆବାସ ଯୋଜନାରେ ଘର ପାଇବା ପାଇଁ ବିଡ଼ିଓଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଲେ ଅଭିଯୋଗ ଶୁଣିବା ବଦଳରେ ଓଲଟି ଥାନାରେ ମାମଲା କରିବା ପାଇଁ ସେ ଧମକ ଦେଉଥିବା ଲୋକେ ଅଭିଯୋଗ […]

Alligation

Alligation

Madhupriya Mistry
  • Published: Wednesday, 25 August 2021
  • Updated: 25 August 2021, 06:03 PM IST

Sports

Latest News

ଆନନ୍ଦପୁର(ମୁନା ସିଂହ): ବ୍ଲକ ଅଫିସ୍ ଆସିବାକୁ ମନା। ବ୍ଲକ ଅଫିସ ଆସିଲେ ଥାନାରା ପୂରେଇ ଦେବି। ମାମଲା ଦାୟର କରିବାକୁ ମଧ୍ୟ ଧମକ ଦେଉଛନ୍ତି ବିଡିଓ। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ବିଡିଓ ଅସିତ୍ ମହାନ୍ତିଙ୍କ ବିରୋଧରେ ଆସିଛି ଏଭଳି କିଛି ସଙ୍ଗୀନ ଅଭିଯୋଗ। ଆବାସ ଯୋଜନାରେ ଘର ପାଇବା ପାଇଁ ବିଡ଼ିଓଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଲେ ଅଭିଯୋଗ ଶୁଣିବା ବଦଳରେ ଓଲଟି ଥାନାରେ ମାମଲା କରିବା ପାଇଁ ସେ ଧମକ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ଘଷିପୁରା ବ୍ଲକ ଓସ୍ତପୁରା ଗାଁର କିଛି ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଲୋକ ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। କିନ୍ତୁ ସେମାନଙ୍କ ନାଁ ଆବାସ ତାଲିକାରେ ନାହିଁ। ସେହି ଯୋଗ୍ୟ ହିତାଧିକାରୀମାନେ ଘରେ ଖଣ୍ଡିଏ ପାଇବା ପାଇଁ ବିଡ଼ିଓଙ୍କ ନିକଟରେ ଗୁହାରି କରିବାକୁ ଆସିଥିଲେ। କିନ୍ତୁ ଏହି ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ବଦଳରେ ବିଡିଓ ତାଙ୍କୁ ଘର ଫର କିଛି ନାହିଁ ବୋଲି ରୋକଠୋକ କହିଛନ୍ତି। ଏଥିସହ ପରବର୍ତ୍ତୀ ସମୟରେ ବ୍ଲକ ଅଫିସ୍ ଆସିଲେ ଥାନାରେ ଏତଲା ଦିଆଯିବ ବୋଲି ବିଡ଼ିଓ ଧମକ ଦେଇଛନ୍ତି। ଏନେଇ ଲୋକେ ଥାନା ଏବଂ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି।

ସେପଟେ କିନ୍ତୁ ବିଡିଓ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ‘ଯେଉଁ ଲୋକେ ଘର ପାଇଁ ତାଙ୍କ ପାଖକୁ ଆସିଥିଲେ ସେମାନଙ୍କ ହିତାଧିକାରୀ ତାଲିକାରେ ନାଁ ନାହିଁ। ତେଣୁ ସେ ଏନଇ ତଦନ୍ତ କରିବେ, ଯଦି ସେମାନେ ପୂର୍ବରୁ ଘର ପାଇଥିବେ ତେବେ ସେମାନେ ଆଉ ଆସିବା ଦରକାର ନାହିଁ। ଯଦି ଘର ପାଇ ନାହାନ୍ତି ତେବେ ସେମାନଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ବିଡିଓ କହିଥିବା କହିଛନ୍ତି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story