ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ଜିଲ୍ଲା କନିକା ବ୍ଲକରେ ନଡ଼ିଆ  ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୬ଟି ସ୍ଥାନରେ ୨ହଜାର ନଡ଼ିଆ ଚାରା ଲଗାଇବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମକୁ ୮୭ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। କିନ୍ତୁ ଏଥିରୁ ମାତ୍ର ୧୦ ପ୍ରତିଶତ ଗଛ ବଞ୍ଚିଥିବା ବେଳେ ଅନ୍ୟସବୁ ଗଛ ମରିଯାଇଛି। ଦୁର୍ବଳ ଚାରା ଓ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଗଛ ମରିଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବିରେ ସାମାଜିକ କର୍ମୀମାନେ କନିକାରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଏହାପରେ ଅଭିଯୋଗର ତଦନ୍ତ ହେବ ଏବଂ ଆଗକୁ ଏହାର ତଦାରଖ ପାଇଁ କମିଟି ଗଠନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

Ordigital Desk
• Published: Wednesday, 28 March 2018
• Updated: 28 March 2018, 12:19 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ଜିଲ୍ଲା କନିକା ବ୍ଲକରେ ନଡ଼ିଆ  ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୬ଟି ସ୍ଥାନରେ ୨ହଜାର ନଡ଼ିଆ ଚାରା ଲଗାଇବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମକୁ ୮୭ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। କିନ୍ତୁ ଏଥିରୁ ମାତ୍ର ୧୦ ପ୍ରତିଶତ ଗଛ ବଞ୍ଚିଥିବା ବେଳେ ଅନ୍ୟସବୁ ଗଛ ମରିଯାଇଛି। ଦୁର୍ବଳ ଚାରା ଓ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଗଛ ମରିଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବିରେ ସାମାଜିକ କର୍ମୀମାନେ କନିକାରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଏହାପରେ ଅଭିଯୋଗର ତଦନ୍ତ ହେବ ଏବଂ ଆଗକୁ ଏହାର ତଦାରଖ ପାଇଁ କମିଟି ଗଠନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos