ଆମ୍ୱୁଲାନ୍ସକୁ ପିଟିଲା ଟ୍ୟାଙ୍କର, ଚାଲିଗଲା ୪ ଜୀବନ

ରାୟଗଡ଼ା (ମନୋଜ ପାତ୍ର): ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ୟାଙ୍କର। ଚାଲିଗଲା ୪ ଜଣଙ୍କ ଜୀବନ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ନିକଟରେ ଘଟିଛି। ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ। ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ପୁରୁଷ ଥିବା ସୂଚନା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପିଳଭଟ୍ଟା ଗାଁର ହନୀ ହଂସ କିଡ୍‌ନୀ […]

Ambulance Accident

Ambulance Accident

Manoranjan Sial
  • Published: Friday, 13 August 2021
  • Updated: 13 August 2021, 06:13 PM IST

ରାୟଗଡ଼ା (ମନୋଜ ପାତ୍ର): ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ୟାଙ୍କର। ଚାଲିଗଲା ୪ ଜଣଙ୍କ ଜୀବନ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ନିକଟରେ ଘଟିଛି। ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ। ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ପୁରୁଷ ଥିବା ସୂଚନା।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପିଳଭଟ୍ଟା ଗାଁର ହନୀ ହଂସ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ତାଙ୍କ ପରିବାର ଲୋକେ ବିଷମକଟକ ଖ୍ରୀଷ୍ଟିଆନ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେଥିପାଇଁ ହନୀଙ୍କୁ ଏକ ପ୍ରାଇଭେଟ୍‌ ଆମ୍ୱୁଲାନ୍ସରେ ପରିବାର ଲୋକ ଘରକୁ ନେଉଥିଲେ।

ବିଷମକଟକଠାରୁ ୩୦ କିମି ଦୂର ମଂଜରିକୋପା ନିକଟରେ ବିପରୀତ ଦିଗରୁ ଆସିଥିବା ଏକ ପାଉଁଶ ବୋଝେଇ ଟ୍ୟାଙ୍କର ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା। ତା’ପରେ ଟ୍ୟାଙ୍କରଟି, ଆମ୍ୱୁଲାନ୍ସକୁ ୩୦ ମିଟର ପର୍ଯ୍ୟନ୍ତ ଠେଲି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ଦେଇଥିଲା। ଫଳରେ ଆମ୍ୱୁଲାନ୍ସ ଭିତରେ ଥିବା ହନୀ ହଂସ, ଭକ୍ତି ହଂସ ଓ ଆମ୍ୱୁଲାନ୍ସ ଚାଳକ ଅଭୟ କୌଶଲ୍ୟାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅମ୍ୱାଦଳା ପୁଲିସ ଓ ମୁନିଗୁଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲକି ହଂସ, ସୁଶାନ୍ତ ବିସି, ଜିତେନ୍ଦ୍ର ଭୋଇ ଓ ଲକ୍ଷ୍ମଣ କରମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁନିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରୁ ସୁଶାନ୍ତ ବିସିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଲକି ହଂସ, ଜିତେନ୍ଦ୍ର ଭୋଇ ଓ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଫେରାର ହୋଇଯାଇଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story