ଏଣିକି ସ୍ୱାଭିମାନ ଅଞ୍ଚଳରେ ମିଳିବ ଆମ୍ବୁଲାନ୍ସ ବୋଟ ସୁବିଧା

ମାଲକାନଗିରି(ଓଡ଼ିଶା ରିପୋର୍ଟର):  ସାଧାରଣତନ୍ତ୍ର ଦିବସ ଅବସରରେ  ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁଠାରେ ଆମ୍ବୁଲାନ୍ସ ମୋଟର ବୋଟର ଶୁଭାରମ୍ଭ ହେଲା । ବିଏସ୍ଏଫ୍ ଡିଆଇଜି ସଞ୍ଜୟ କୁମାର ସିଂ ଏହାର ଉଦଘାଟନ କରିଛନ୍ତି । ଏହି ବୋଟ୍ ଆମ୍ବୁଲାନ୍ସ ଦ୍ୱାରା   ନଦୀ କୁଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ  । ବାଲିମେଳା ଜଳ ଭଣ୍ଡାରରେ ପୂର୍ବରୁ ମଧ୍ୟ ସରକାରଙ୍କ ତରଫରୁ ଆମ୍ବୁଲାନ୍ସ ମୋଟର ବୋଟ ଯୋଗାଇ ଦିଆଯାଇଛି ।  ବୋଟ ଆମ୍ବୁଲାନ୍ସ ପାଇ […]

ambulance boat

ambulance boat

Niharika Rout
  • Published: Wednesday, 26 January 2022
  • Updated: 26 January 2022, 02:21 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର):  ସାଧାରଣତନ୍ତ୍ର ଦିବସ ଅବସରରେ  ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁଠାରେ ଆମ୍ବୁଲାନ୍ସ ମୋଟର ବୋଟର ଶୁଭାରମ୍ଭ ହେଲା । ବିଏସ୍ଏଫ୍ ଡିଆଇଜି ସଞ୍ଜୟ କୁମାର ସିଂ ଏହାର ଉଦଘାଟନ କରିଛନ୍ତି ।

ଏହି ବୋଟ୍ ଆମ୍ବୁଲାନ୍ସ ଦ୍ୱାରା   ନଦୀ କୁଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ  । ବାଲିମେଳା ଜଳ ଭଣ୍ଡାରରେ ପୂର୍ବରୁ ମଧ୍ୟ ସରକାରଙ୍କ ତରଫରୁ ଆମ୍ବୁଲାନ୍ସ ମୋଟର ବୋଟ ଯୋଗାଇ ଦିଆଯାଇଛି ।  ବୋଟ ଆମ୍ବୁଲାନ୍ସ ପାଇ ଆମେ ବହୁତ ଖୁସି। କାରଣ ବର୍ଷ ‍ବର୍ଷ ଧରି ଏଠାରେ ରୋଗୀମାନେ ସ୍ୱାସ୍ଥ୍ୟାସେବା ପାଇ ନ ପାରି ଆଖି ବୁଜୁଥିଲେ। ଏବେ ଆମେ ଏହି ସୁବିଧା ପାଇପାରିବୁ।

[caption id="attachment_709209" align="aligncenter" width="650"]ambulance boat ଆମ୍ବୁଲାନ୍ସ ବୋଟକୁ ଉଦ୍‌ଘାଟନ କରାଯାଉଛି।[/caption]

ଏନେଇ ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ କହିଛନ୍ତି, ବିଏସ୍‌ଏଫର ମହାନିର୍ଦ୍ଦେଶକ ଗତ ଡିସେମ୍ବରରେ ଏହି ଅଞ୍ଚଳ ଗସ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଏଠାରେ ଅଞ୍ଚଳବାସୀଙ୍କ ନିମନ୍ତେ ଏକ ବୋଟ ଆମ୍ବୁଲାନ୍ସ ଜରୁରୀ ଥିବା ହୃଦୟଙ୍ଗମ କରିଥିଲେ। ଏହାପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିଲା। ଏବେ  ଲୋକଙ୍କ ଉଦ୍ଦେଶ୍ୟରେ ଏହାର ଶୁଭାରମ୍ଭ ହୋଇଛି।

ଏହି ଆମ୍ବୁଲାନ୍ସରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଆବଶ୍ୟକ ମେଡିସିନ, ଷ୍ଟ୍ରେଚର ସମେତ ଆବ୍ୟଶକୀୟ ମେଡିକାଲ ଇକ୍ୟୁମେଣ୍ଟ ଏହି ବୋଟରେ ରଖାଯାଇଛି ବୋଲି କହିଛନ୍ତି ଆମ୍ବୁଲାନ୍ସ ମୋଟର ବୋଟରେ ନିୟୋଜିତ ଡାକ୍ତର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story