ଅଧା ରାସ୍ତାରେ ମାଆ ଓ ମୃତ ଛୁଆକୁ ଛାଡ଼ି ପଳାଇଲା ଆମ୍ୱୁଲାନ୍ସ!

ରାଇରଙ୍ଗପୁର (ରାଜେଶ ଶର୍ମା): ମରିଗଲା ମାନବିକତା। ମାଆ ଓ ମୃତ ଛୁଆକୁ ଅଧା ରାସ୍ତାରେ ଛାଡ଼ି ପଳାଇଗଲା ୧୦୨ ଆମ୍ୱୁଲାନ୍ସ! ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ। ଜାମଦା ଥାନା ମାନବୀର ଗାଁର ଗଣେଶ ମହାକୁଡ଼ଙ୍କ ୬ ମାସର ପୁଅ ବିବେଦକୁ ଜ୍ୱର ହୋଇଥିଲା। ଗଣେଶଙ୍କ ପତ୍ନୀ ତାକୁ ରାଇରଙ୍ଗପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୦୨ ଆମ୍ୱୁଲାନ୍ସରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ […]

ambulance-driver-abandons-a-mother-and-her-dead-child-halfway-to-the-hospital

Manoranjan Sial
  • Published: Thursday, 09 May 2019
  • Updated: 09 May 2019, 08:51 PM IST

ରାଇରଙ୍ଗପୁର (ରାଜେଶ ଶର୍ମା): ମରିଗଲା ମାନବିକତା। ମାଆ ଓ ମୃତ ଛୁଆକୁ ଅଧା ରାସ୍ତାରେ ଛାଡ଼ି ପଳାଇଗଲା ୧୦୨ ଆମ୍ୱୁଲାନ୍ସ! ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ।

ଜାମଦା ଥାନା ମାନବୀର ଗାଁର ଗଣେଶ ମହାକୁଡ଼ଙ୍କ ୬ ମାସର ପୁଅ ବିବେଦକୁ ଜ୍ୱର ହୋଇଥିଲା। ଗଣେଶଙ୍କ ପତ୍ନୀ ତାକୁ ରାଇରଙ୍ଗପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୦୨ ଆମ୍ୱୁଲାନ୍ସରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ଅଧା ରାସ୍ତାରେ ପିଲାଟିର ମୃତ୍ୟୁ ଘଟିଥିଲା। ଏକଥା ଜାଣିବା ପରେ ଅମ୍ୱୁଲାନ୍ସ ଚାଳକ ମାଆ ଓ ମୃତ ଶିଶୁକୁ ବିଷୋୟୀ ବଜାର ନିକଟରେ ଛାଡ଼ି ପଳାଇ ଯାଇଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଗାଁ ଲୋକେ ମାଆ ଓ ମୃତ ଛୁଆକୁ ଘରକୁ ନେଇଯାଇଥିଲେ। ସମ୍ପୃକ୍ତ ଆମ୍ୱୁଲାନ୍ସ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଓ ସରପଞ୍ଚ SDMOଙ୍କୁ ଭେଟି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story