ବାତ୍ୟାରେ ୧୧୫ଟି ୩୩ କେଭି ଫିଡର କ୍ଷତିଗ୍ରସ୍ତ: ୬ ଜିଲ୍ଲା ଅନ୍ଧାରରେ, ଆସନ୍ତା କାଲିସୁଦ୍ଧା ହେବ ସ୍ୱାଭାବିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ ରାଜ୍ୟର ୩୪ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଉଥିବା ୧୧୫ଟି ୩୩କେଭି ଫିଡର କ୍ଷତିଗ୍ରସ୍ତ ହୋଇଛି। ତେବେ ଆଗୁଆ ପ୍ରସ୍ତୁତି ଯୋଗୁ ଆସନ୍ତାକାଲି ସୁଦ୍ଧା ରାଜ୍ୟର ସବୁ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରାଯିବ।ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ଯାଜପୁର ଓ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ ସରବରାହ ସ୍ୱାଭାବିକ କରାଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଆଜି […]

cycle

cycle

Manoranjan Sial
  • Published: Wednesday, 20 May 2020
  • Updated: 20 May 2020, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ ରାଜ୍ୟର ୩୪ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଉଥିବା ୧୧୫ଟି ୩୩କେଭି ଫିଡର କ୍ଷତିଗ୍ରସ୍ତ ହୋଇଛି। ତେବେ ଆଗୁଆ ପ୍ରସ୍ତୁତି ଯୋଗୁ ଆସନ୍ତାକାଲି ସୁଦ୍ଧା ରାଜ୍ୟର ସବୁ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରାଯିବ।ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ଯାଜପୁର ଓ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ ସରବରାହ ସ୍ୱାଭାବିକ କରାଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ଆଜି ଓଡ଼ିଶା ସୀମା ଅତିକ୍ରମ କରିବା ପରେ ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଇ ବିଦ୍ୟୁତ ସେବା ଯୋଗାଣକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ସାଉଥକୋ ପକ୍ଷରୁ ବିଦ୍ୟୁତ ସରବରାହକୁ ସ୍ୱାଭାବିକ କରାଯାଇ ଥିବାବେଳେ ସେସୁ ଦ୍ୱାରା ଜଗତସିଂହପୁର, କେନ୍ଦ୍ରାପଡ଼ା, ନିମାପଡ଼ା, ମାର୍ଶାଘାଇ ଓ ପାରାଦୀପ ଡିଭିଜନରେ ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହେବ। ବିଶେଷକରି ଏସବୁ ଜିଲ୍ଲାର ସଦର ମହକୁମା ଓ ବ୍ଲକ ମୁଖ୍ୟାଳୟରେ ଆଜି ରାତିସୁଦ୍ଧା ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରାଯିବ। ଏହି ଜିଲ୍ଲାଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ସେସୁ ପକ୍ଷରୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଛି। ସେହିପରି ନେସକୋ ପକ୍ଷରୁ ଭଦ୍ରକ, ବାଲେଶ୍ୱର, ଯାଜପୁର ସଦର ମହକୁମାରେ ଆଜି ରାତିସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ପାଇଁ ପ୍ରୟାସ ହେଉଛି। ଭଦ୍ରକସ୍ଥିତ କୋଭିଡ ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି। ଆଜି ରାତିସୁଦ୍ଧା ବାଲେଶ୍ୱର କୋଭିଡ ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ କରାଯିବ।

ବାତ୍ୟାରେ ୩୩ କେଭି ଲାଇନର ୮୩କିମି, ୧୧ କେଭି ଲାଇନର ୩୯୬କିମି ଓ ଏଲଟି ଲାଇନର ୮୫୫କିମି(ସର୍ବମୋଟ ୧୩୩୪କିମି) ଲାଇନ୍ ସମେତ ୧୬୨ଟି ଡିଟିଏସ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଆସନ୍ତାକାଲି କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ହସ୍ତଗତ ହେବ ବୋଲି ବିଭାଗୀୟ ସଚିବ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଜଣିଆ ୩୨୧ଟି ଗ୍ୟାଙ୍ଗକୁ ଆବଶ୍ୟକ ଉପକରଣ ସହିତ ବିଦ୍ୟୁତ ବିତରଣ କମ୍ପାନୀର ବିଭିନ୍ନ ସୁବିଧାସ୍ଥଳୀଗୁଡ଼ିକରେ ଆଗୁଆ ମୁତୟନ କରାଯାଇଥିଲା। ଏହି ଗ୍ୟାଙ୍ଗଗୁଡ଼ିକୁ ୨୦୦୦ଟି ଖୁଣ୍ଟ, ୪୧୦୦ ଇନସୁଲେଟର, ବିଦ୍ୟୁତ୍ ତାର ଓ ୧୨୦କିମି କେବୁଲ, ୬୦ଟି ଡିଟିଏସ୍ ଯୋଗାଇ ଦିଆଯାଇଥିଲା। ଏହାବ୍ୟତୀତ ପ୍ରତ୍ୟେଖ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଓ ଓପିଟିସିଏଲଠାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇ କ୍ଷେତ୍ର କର୍ମଚାରୀଙ୍କ ସହ ଯୋଗସୂତ୍ର ସ୍ଥାପନ କରାଯାଇ ବାତ୍ୟା ପୂର୍ବରୁ ଯଥାସମ୍ଭବ ପ୍ରସ୍ତୁତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story