ଓଡ଼ିଶାରେ ଅମ୍ଫାନ କ୍ଷତି ୨୦ ହଜାର କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ରେ ରାଜ୍ୟରେ ପ୍ରାୟ ୨୦ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ଓଡ଼ିଶା ସରକାର ପ୍ରାଥମିକ ଆକଳନ କରିଛନ୍ତି। ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଅମ୍ଫାନ କ୍ଷୟକ୍ଷତିର ଚୂଡ଼ାନ୍ତ ସ୍ମାରକପତ୍ର ରାଜ୍ୟ ସରକାର ଦେବେ। ଏହି ସ୍ମାରକପତ୍ରରେ ବାତ୍ୟା ଓ ବନ୍ୟା ନିରୋଧକ ଭିତ୍ତିଭୂମି ସ୍ଥାପନ କରିବାକୁ ଗୁରୁତ୍ୱ ଦିଆଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ୭ଜଣିଆ ଟିମ୍ ଗତ ଦୁଇଦିନ ଧରି ୪ଟି ଜିଲ୍ଲାରେ ଅମ୍ଫାନ କ୍ଷୟକ୍ଷତିର […]

ch

ch

Manoranjan Sial
  • Published: Friday, 05 June 2020
  • Updated: 05 June 2020, 10:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ରେ ରାଜ୍ୟରେ ପ୍ରାୟ ୨୦ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ଓଡ଼ିଶା ସରକାର ପ୍ରାଥମିକ ଆକଳନ କରିଛନ୍ତି। ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଅମ୍ଫାନ କ୍ଷୟକ୍ଷତିର ଚୂଡ଼ାନ୍ତ ସ୍ମାରକପତ୍ର ରାଜ୍ୟ ସରକାର ଦେବେ। ଏହି ସ୍ମାରକପତ୍ରରେ ବାତ୍ୟା ଓ ବନ୍ୟା ନିରୋଧକ ଭିତ୍ତିଭୂମି ସ୍ଥାପନ କରିବାକୁ ଗୁରୁତ୍ୱ ଦିଆଯିବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ୭ଜଣିଆ ଟିମ୍ ଗତ ଦୁଇଦିନ ଧରି ୪ଟି ଜିଲ୍ଲାରେ ଅମ୍ଫାନ କ୍ଷୟକ୍ଷତିର ଆକଳନ କରିବାପରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ରାଜ୍ୟ ସରକାର ବରିଷ୍ଠ ଅଧିକାରୀମାନଙ୍କ ସହ ବିଚାରବିମର୍ଶ କରିଛନ୍ତି। ଓଡ଼ିଶା ସରକାରଙ୍କ ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ସହ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛନ୍ତି। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଓଡ଼ିଶାରେ ବାରମ୍ବାର ବାତ୍ୟା ଆସୁଥିବାରୁ ଉପକୂଳ ଓଡ଼ିଶାରେ ବାତ୍ୟା ନିରୋଧକ ଭିତ୍ତିଭୂମି ସ୍ଥାପନ କରିବା ଦିଗରେ ଭାରତ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ପ୍ରତିବର୍ଷ ବାତ୍ୟା ଆସୁଥିବାରୁ ଏହାର ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟରେ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିବା ଶ୍ରୀ ତ୍ରିପାଠୀ କହିଥିଲେ।

ସେହିପରି ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମଧ୍ୟ ବାତ୍ୟା ନିରୋଧ ଭିତ୍ତିଭୂମି ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। ଶ୍ରୀ ଜେନା କହିଥିଲେ ଯେ ସହରାଂଚଳରେ ଅଣ୍ଡରଗ୍ରାଉଣ୍ଡ କେବୁଲ, ଗ୍ରାମାଂଚଳରେ ବାତ୍ୟା ଓ ବନ୍ୟା ନିରୋଧକ ବିଦ୍ୟୁତ ପରିବହନ ଓ ବଣ୍ଟନ ନିମନ୍ତେ ଭିତ୍ତଭୂମି, ଜିଆଇଏସ୍ ଗ୍ରୀଡ୍ ରିମୋଟ୍ କଣ୍ଟ୍ରୋଲ ସ୍ଥାପନ, ସମୁଦ୍ର କୂଳ ଲୁଣାବନ୍ଧର ଉଚ୍ଚତାକୁ ଅତିକମରେ ସାଢ଼େ ୬ମିଟରକୁ ବୃଦ୍ଧି, ୧.୬୬ଲକ୍ଷ ମାଟି ଘରକୁ ବାତ୍ୟା ନିରୋଧକ ପକ୍କାଘରରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଦାବି ଉପସ୍ଥାପନ କରିଥିଲେ।

ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଓ ବାତ୍ୟା ନିରୋଧକ ଭିତ୍ତିଭୂମି ସ୍ଥାପନ ପାଇଁ ୨୦ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି । ତେବେ ଚୂଡ଼ାନ୍ତ ସ୍ମାରକପତ୍ର ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କୁ ପଠାଯିବ।
କେନ୍ଦ୍ରୀୟ ଟିମର ନେତୃତ୍ୱ ନେଉଥିବା ଶ୍ରୀପ୍ରକାଶ ମଧ୍ୟ ଖୁବଶୀଘ୍ର ତାଙ୍କର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ଓ ରାଜ୍ୟ ସରକାରଙ୍କ ବାତ୍ୟା ନିରୋଧକ ଭିତ୍ତିଭୂମି ସ୍ଥାପନ ସଂକ୍ରାନ୍ତ ଉତ୍ତମ ପ୍ରସ୍ତାବକୁ ସେଥିରେ ସାମିଲ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଏହି ଟିମ୍ ଗତକାଲି ଓ ଆଜି ଦୁଇଦିନ ଧରି ବାତ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story