ଓଭରବ୍ରିଜ୍ ନିକଟରୁ ମିଳିଲା ହାତୀ ମୃତଦେହ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ହାତୀ ମୃତଦେହ ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ମଳିପଡ଼ା ଓଭରବ୍ରିଜ୍ ନିକଟରେ ଏକ ହାତୀର ମୃତଦେହ ଠାବ ହୋଇଛି। ତେବେ କେଉଁ ସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ହାତୀ ମୃତ୍ୟୁ ଘଟିଥିବା ସ୍ଥାନରେ ଏକ ବାଉଁଶ ବୁଦା ଥିବା ବେଳେ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ଯାଇଛି। ତେଣୁ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ […]

ele

ele

Ranjit Kumar Jena
  • Published: Friday, 09 October 2020
  • Updated: 09 October 2020, 08:37 AM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ହାତୀ ମୃତଦେହ ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ମଳିପଡ଼ା ଓଭରବ୍ରିଜ୍ ନିକଟରେ ଏକ ହାତୀର ମୃତଦେହ ଠାବ ହୋଇଛି। ତେବେ କେଉଁ ସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।

ହାତୀ ମୃତ୍ୟୁ ଘଟିଥିବା ସ୍ଥାନରେ ଏକ ବାଉଁଶ ବୁଦା ଥିବା ବେଳେ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ଯାଇଛି। ତେଣୁ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।

କିଛି ଦିନ ତଳେ ମଳିପଡା ରାମେଶ୍ୱର ଛକସ୍ଥିତ ମଲାଗୁଣୀ ନଦୀ ନିକଟରେ ଦୁଇଟି ହାତୀର ମୃତଦେହ ଠାବ କରାଯାଇଥିଲା। ପୂର୍ବରୁ ଖୋର୍ଦ୍ଧା ସହର, ଡାକ୍ତରଖାନା ପରସରରେ ମଧ୍ୟ ହାତୀ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story