ବନ୍ଦ ଘରୁ ମିଳିଲା ପ୍ରଫେସରଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ CET ଇଂଜିନିୟରିଂ କଲେଜର ଏକ ଘର ଭିତରୁ ଜଣେ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କୋରାପୁଟ ସୁନାବେଡ଼ାର ଭାଗବତ ପ୍ରସାଦ ରଥ । ସେ CET ଇଂଜିନିୟରିଂ କଲେଜର ପ୍ରଫେସର ଥିଲେ । ଗତ ୪ ଦିନ ହେଲା ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା । ପଡ଼ୋଶୀ ପୁଲିସ୍‌କୁ ଫୋନ୍‌ କରିବା ପରେ ପୁଲିସ୍‌ ପହଞ୍ଚି ଭାଗବତଙ୍କ ମୃତଦେହ ଉଦ୍ଧାର କରିଥିଲା ସୂଚନାଯୋଗ୍ୟ, […]

deadbody

deadbody

Niharika Rout
  • Published: Wednesday, 21 October 2020
  • Updated: 21 October 2020, 12:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ CET ଇଂଜିନିୟରିଂ କଲେଜର ଏକ ଘର ଭିତରୁ ଜଣେ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କୋରାପୁଟ ସୁନାବେଡ଼ାର ଭାଗବତ ପ୍ରସାଦ ରଥ । ସେ CET ଇଂଜିନିୟରିଂ କଲେଜର ପ୍ରଫେସର ଥିଲେ ।

ଗତ ୪ ଦିନ ହେଲା ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା । ପଡ଼ୋଶୀ ପୁଲିସ୍‌କୁ ଫୋନ୍‌ କରିବା ପରେ ପୁଲିସ୍‌ ପହଞ୍ଚି ଭାଗବତଙ୍କ ମୃତଦେହ ଉଦ୍ଧାର କରିଥିଲା

ସୂଚନାଯୋଗ୍ୟ, ଭାଗବତ ୪ ଦିନ ହେଲା ନ୍‌ଲାଇନ୍‌  କ୍ଲାସରେ ଯୋଗଦେଇନଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କେମିତି ଭାଗବତଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ ଚଳାଇଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos