ଆନନ୍ଦପୁର : କ୍ଷତି ପୂରଣ ଦାବିରେ ହୁଡ ହୁଡ ପ୍ରଭାବିତ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର  :   ଗତ ବର୍ଷ ଅକ୍ଟୋବର ମାସରେ ଘଟିଥିବା ପ୍ରଳୟଙ୍କରୀ ହୁଡ ହୁଡରେ ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତ ସୁନ୍ଦୁରିଆ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ସେ ସମୟରେ ରାଜସ୍ୱ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଗ୍ରାମର ସର୍ଭେ କରାଯାଇଥିଲା । ନିକଟରେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ କ୍ଷତି ପୂରଣ ରାଶି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏହି କ୍ଷତି ପୂରଣ ପ୍ରଦାନରେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରି  ଆଜି ଗ୍ରାମବାସୀମାନେ […]

anadapur

anadapur

Rakesh Mallick
  • Published: Monday, 18 May 2015
  • Updated: 18 May 2015, 07:31 AM IST

Sports

Latest News

ଆନନ୍ଦପୁର  :   ଗତ ବର୍ଷ ଅକ୍ଟୋବର ମାସରେ ଘଟିଥିବା ପ୍ରଳୟଙ୍କରୀ ହୁଡ ହୁଡରେ ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତ ସୁନ୍ଦୁରିଆ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ସେ ସମୟରେ ରାଜସ୍ୱ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଗ୍ରାମର ସର୍ଭେ କରାଯାଇଥିଲା । ନିକଟରେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ କ୍ଷତି ପୂରଣ ରାଶି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏହି କ୍ଷତି ପୂରଣ ପ୍ରଦାନରେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରି  ଆଜି ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ରାଜସ୍ୱ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରେ ତ୍ରୁଟି ଥିବାରୁ  ପୂର୍ବରୁ ଉଠାଯାଇଥିବା ଭିଡିଓ ଚିତ୍ରକୁ ତର୍ଜମା କରି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦିଆଯିବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ପ୍ରତିଶୃତି ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story