ବନ୍ଧା ପଡ଼ିଛି ଅଙ୍ଗନୱାଡି କେନ୍ଦ୍ର, ଚାଳ ତଳେ ଚାଲିଛି ପାଠପଢ଼ା

କାମାକ୍ଷାନଗର(ବିଦ୍ୟାଧର ବରାଳ): – ଗାଁରେ ଛିଡ଼ା ହୋଇଛି ଅଙ୍ଗନୱାଡି କେନ୍ଦ୍ର । ୨ ବର୍ଷ ହେଲା ନିର୍ମାଣ ସରିଲାଣି। ହେଲେ ଏବେବି ଚାଳ ତଳେ ଗଢ଼ା ହେଉଛି ଭବିଷ୍ୟତ । କାରଣ ୪ ଲକ୍ଷ ପାଇଁ ଠିକାଦାରଙ୍କ ପାଖେ ବନ୍ଧା ପଡ଼ିଛି ଅଙ୍ଗନୱାଡି କେନ୍ଦ୍ର । ଖରା, ବର୍ଷା, ଶୀତରେ ଅଙ୍ଗନୱାଡି କର୍ମୀଙ୍କ ଅଣଓସାରିଆ ଦୁଆରେ ନିଜ ବହି ବସ୍ତାନୀ ଧରି ପାଠ ପଢ଼ୁଛନ୍ତି ଦେଶର ଭବିଷ୍ୟତ । ଶିକ୍ଷା ବ୍ୟବସ୍ଥାର ଏପରି ବିକଳ ଚିତ୍ର ଢେଙ୍କାନାଳ […]

centre

centre

Niharika Rout
  • Published: Thursday, 08 September 2022
  • Updated: 08 September 2022, 09:37 AM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): - ଗାଁରେ ଛିଡ଼ା ହୋଇଛି ଅଙ୍ଗନୱାଡି କେନ୍ଦ୍ର । ୨ ବର୍ଷ ହେଲା ନିର୍ମାଣ ସରିଲାଣି। ହେଲେ ଏବେବି ଚାଳ ତଳେ ଗଢ଼ା ହେଉଛି ଭବିଷ୍ୟତ । କାରଣ ୪ ଲକ୍ଷ ପାଇଁ ଠିକାଦାରଙ୍କ ପାଖେ ବନ୍ଧା ପଡ଼ିଛି ଅଙ୍ଗନୱାଡି କେନ୍ଦ୍ର । ଖରା, ବର୍ଷା, ଶୀତରେ ଅଙ୍ଗନୱାଡି କର୍ମୀଙ୍କ ଅଣଓସାରିଆ ଦୁଆରେ ନିଜ ବହି ବସ୍ତାନୀ ଧରି ପାଠ ପଢ଼ୁଛନ୍ତି ଦେଶର ଭବିଷ୍ୟତ । ଶିକ୍ଷା ବ୍ୟବସ୍ଥାର ଏପରି ବିକଳ ଚିତ୍ର ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ବାଘମୁଣ୍ଡା ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ପ୍ରାୟ ୬ ବର୍ଷ ତଳେ ବାଘମୁଣ୍ଡା ଗାଁରେ ଏକ  ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଥିଲା। ମାତ୍ର ତାହା ୨୦୧୬ ମସିହା ପରିବର୍ତ୍ତେ  ୨୦୨୦ ମସିହାରେ ସ୍ଥାନୀୟ ପଞ୍ଚାୟତ ଯନ୍ତ୍ରୀଙ୍କ ତତ୍ୱାବଧାନରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ।   ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଠିକାଦାର ଭାବେ ଏହି କାର୍ଯ୍ୟ  ଆରମ୍ଭ କରିଥିବା ବେଳେ  ଉକ୍ତ ବର୍ଷ ଏହି କାମ ଶେଷ କରିଥିଲେ।

[caption id="attachment_764749" align="aligncenter" width="650"]study ଅଙ୍ଗନୱାଡି କର୍ମୀଙ୍କ ଚାଳ ତଳେ ପାଠ ପଢ଼ୁଛନ୍ତି ପିଲା।[/caption]

ଏହି କାମ ପାଇଁ ଠିକାଦାରଜଣକ ସମୁଦାୟ ୩ ଲକ୍ଷ ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ୪ ଲକ୍ଷ ଟଙ୍କା ପାଇପାରି ନାହାନ୍ତି।  ତେଣୁ ସେ ଅଙ୍ଗନୱାଡି କେନ୍ଦ୍ରଟିକୁ ହସ୍ତାନ୍ତର କରୁ ନାହାନ୍ତି ବୋଲି ରୋକଠୋକ କହିଛନ୍ତି।  ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ କିମ୍ବା କଙ୍କଡାହାଡ଼ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ଅଧିକାରି ଗୁରୁତ୍ୱ ଦେଉ ନଥିବା  ଅଭିଯୋଗ ହେଉଛି। ଅଙ୍ଗନୱାଡି କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ତାହା ଏବେ ଅସାମାଜିକ ଯୁବକଙ୍କ ଆଡା ଜମିଛି ।

ସେପଟେ ଅଙ୍ଗନୱାଡି କେନ୍ଦ୍ର ନଥିବା ଯୋଗୁଁ ଶିଶୁମାନେ ବାଧ୍ୟ ହୋଇ ଅଙ୍ଗନୱାଡି କର୍ମୀ ରୀନା ସିଂହଙ୍କ ଦାଣ୍ଡ ଦୁଆରେ ବସି ପାଠ ପଢ଼ୁଛନ୍ତି। ଖରା, ଶୀତରେ ଯେକୌଣସି ମତେ ପିଲା ପିଣ୍ଡାରେ ବସି ପାଠ ପଢ଼ୁଥିବା ବେଳେ ବର୍ଷା ଦିନେ ନାକେଦମ ହେବାକୁ  ପଡ଼ୁଛି ବୋଲି କହିଛନ୍ତି  ରୀନା ସିଂହ । ୨୦୧୬ ମସିହାରେ ଅଙ୍ଗନୱାର୍ଡି କର୍ମୀ ରୀନା ସିଂହ ଅଙ୍ଗନୱାର୍ଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ । ସେହି ଦିନ ଠାରୁ ସେ ନିଜ ଘର ଚାଳ ତଳ ପିଣ୍ଡାରେ ଛୁଆଙ୍କୁ ପାଠ ପଢ଼ାଇ ଆସୁଛନ୍ତି ।

ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଜାଣିବା ପରେ ତୁରନ୍ତ ଅଙ୍ଗନୱାଡି କେନ୍ଦ୍ରଟିକୁ  ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସେ କହିଛନ୍ତି, ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର କାମ ସରିଥିଲେ ତାହାକୁ କୌଣସି ବି ପରିସ୍ଥିତିରେ ବନ୍ଦ କରାଯାଇପାରିବ ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ।

https://youtu.be/-SzosJIPJz4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story