ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ପରେ ରାଗ ଶୁଝାଇଲେ ଲୋକେ, ଭାଙ୍ଗିଲେ ୧୦୦ ଟ୍ରକ୍‌ର କାଚ ଓ ଲାଇଟ୍‌

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): କାମ ପାଇଟି ସାରି ତରତର ହୋଇ ବୃଦ୍ଧା ଜଣକ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଆଜି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ସଦର ମହକୁମାରେ ଘଟିଛି। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମାଲ୍‌ଗୋଦାମରେ ପଶି ୧୦୦ରୁ ଅଧିକ ଟ୍ରକ୍‌ର କାଚ ଓ ଲାଇଟ୍‌ ଭାଙ୍ଗି ଦେଇଛନ୍ତି। ସୁଇପର୍‌ କଲୋନୀର ସାବିତ୍ରୀ ନାୟକ ୟା’ ତା’ ଘରେ କାମ କରି ପେଟ […]

angry people damage 100 trucks after accident

Rakesh Mallick
  • Published: Tuesday, 24 July 2018
  • Updated: 24 July 2018, 04:51 PM IST

Sports

Latest News

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): କାମ ପାଇଟି ସାରି ତରତର ହୋଇ ବୃଦ୍ଧା ଜଣକ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଆଜି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ସଦର ମହକୁମାରେ ଘଟିଛି। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମାଲ୍‌ଗୋଦାମରେ ପଶି ୧୦୦ରୁ ଅଧିକ ଟ୍ରକ୍‌ର କାଚ ଓ ଲାଇଟ୍‌ ଭାଙ୍ଗି ଦେଇଛନ୍ତି।

ସୁଇପର୍‌ କଲୋନୀର ସାବିତ୍ରୀ ନାୟକ ୟା’ ତା’ ଘରେ କାମ କରି ପେଟ ପୋଷନ୍ତି। ଆଜି ଅପରାହ୍ନ ଦେଢ଼ଟା ବେଳେ କାମ ସାରି ତରତର ହୋଇ ଘରକୁ ଫେରୁଥିଲେ। ରେଳଷ୍ଟେସନ୍‌ ଗୋଧିବସା ଅଞ୍ଚଳରେ ଏକ ଟ୍ରକ୍‌ ପଛେଇ ପଛେଇ ଆସୁଥିବା ବେଳେ ସାବିତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ ଆସୋସିଏସନ୍‌ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ମାଲ୍‌ଗୋଦାମରେ ଛିଡ଼ା ହୋଇଥିବା ୧୦୦ରୁ ଅଧିକ ଟ୍ରକ୍‌ର କାଚ ଓ ଲାଇଟ୍‌ ଭାଙ୍ଗି ଦେଇଛନ୍ତି। ମୃତ ବୃଦ୍ଧାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବାଲେଶ୍ୱର-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story