କୋଭିଡ୍ କେୟାର ହୋମ୍ ପାଇଁ ANMଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି; ଦିନକୁ ୮୫୦ ଟଙ୍କା

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବା ପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ।  ପ୍ରତି ପଞ୍ଚାୟତରେ ହେବାକୁ ଥିବା କୋଭିଡ୍ କେୟାର ହୋମ୍ ପାଇଁ ଜଣେ ଜଣେ ANMଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ। କୋଭିଡ୍‌ କେୟାର ହୋମ୍‌ରେ ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇପାରିବ।  ସେମାନଙ୍କ ନିମନ୍ତେ ପ୍ରାୟ […]

coronavirus

coronavirus

Niharika Rout
  • Published: Wednesday, 15 July 2020
  • Updated: 15 July 2020, 01:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବା ପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ।  ପ୍ରତି ପଞ୍ଚାୟତରେ ହେବାକୁ ଥିବା କୋଭିଡ୍ କେୟାର ହୋମ୍ ପାଇଁ ଜଣେ ଜଣେ ANMଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ।

କୋଭିଡ୍‌ କେୟାର ହୋମ୍‌ରେ ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇପାରିବ।  ସେମାନଙ୍କ ନିମନ୍ତେ ପ୍ରାୟ ୭ ହଜାର ANMଙ୍କୁ ନିଯୁକ୍ତି ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଆବଶ୍ୟକ ତାଲିମପ୍ରାପ୍ତ ANM ନ ମିଳିବେ ତେବେ ନର୍ସ, ଫାର୍ମାସିଷ୍ଟ ନିଯୁକ୍ତ ହେବେ। ଏ ନେଇ ANM, ନର୍ସ ଓ ଫାମାସିଷ୍ଟଙ୍କ ପାରିତୋଷିକ ମଧ୍ୟ ପ୍ରକାଶ ପାଇଛି।  ଦୈନିକ ANMଙ୍କୁ ୮୫୦ ଟଙ୍କା; ନର୍ସ ଓ ଫାର୍ମାସିଷ୍ଟଙ୍କୁ ୧ ହଜାର ଟଙ୍କା ମିଳିବ। ANM, ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ୩ ମାସ ପାଇଁ ନିଯୁକ୍ତି ଦିଆଯିବ।

ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ୍‌ ନିଆ ନଯାଇ ପ୍ରଥମେ କୋଭିଡ୍‌ କେୟାର ହୋମ୍‌ରେ ରଖାଯିବ। ଟେଷ୍ଟ ରିପୋର୍ଟ ପଜିଟିଭି ଆସିବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରୀତ କରାଯିବ।   କୋଭିଡ୍‌ ପରିଚାଳନା କମିଟିରେ ୱାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌ ଓ ଏସ୍‌ଏଚ୍‌ଜିର ମାଆମାନେ ସଦସ୍ୟ ରହିବେ। ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ୍‌ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ। ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ୍‌ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ। ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ। କୋଭିଡ୍‌ କେୟାର ହୋମ୍‌ ଓ ଟିଏମ୍‌ସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ। ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story