ଜୟ କିଷାନ ମହାସମାବେଶରେ ଉଦ୍‌ବୋଧନ ଦେବେ ଆନ୍ନା ହଜାରେ

<p>ଜଗତସିଂହପୁର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆଜି ଜଗତସିଂହପୁରରେ ଅନୁଷ୍ଠିତ ହେବ । &nbsp;ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଆୟୋଜିତ ଏହି ସଭାରେ ଚାଷୀଙ୍କୁ ଉଦବୋଧନ ଦେବେ ସମାଜସେବୀ ଆନ୍ନା ହଜାରେ।</p> <p>ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଚାଷୀର ହକ୍।&nbsp; ସବୁ ଚାଷୀଙ୍କୁ ପେନସନ ସହ ନ୍ୟାୟ ମିଳିବା ଦରକାର ବୋଲି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ କହିଛନ୍ତି।</p>

Ordigital Desk
  • Published: Thursday, 23 November 2017
  • Updated: 23 November 2017, 07:56 AM IST

Sports

Latest News

<p>ଜଗତସିଂହପୁର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆଜି ଜଗତସିଂହପୁରରେ ଅନୁଷ୍ଠିତ ହେବ । &nbsp;ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଆୟୋଜିତ ଏହି ସଭାରେ ଚାଷୀଙ୍କୁ ଉଦବୋଧନ ଦେବେ ସମାଜସେବୀ ଆନ୍ନା ହଜାରେ।</p><p>ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଚାଷୀର ହକ୍।&nbsp; ସବୁ ଚାଷୀଙ୍କୁ ପେନସନ ସହ ନ୍ୟାୟ ମିଳିବା ଦରକାର ବୋଲି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos