ମହାମାରୀ କରୋନାରୁ ୩୩୪୧ ଆରୋଗ୍ୟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୩୪୧ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୦୬୫୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।  Another 3341 Covid patients have recovered and are being discharged on 09.07.2021 478 from Khordha440 from Cuttack397 from Baleswar210 from Jajapur181 from Puri178 from Kendrapara177 from Jagatsinghpur176 from […]

corona

corona

Manoranjan Sial
  • Published: Friday, 09 July 2021
  • Updated: 09 July 2021, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୩୩୪୧ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୦୬୫୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 

https://twitter.com/HFWOdisha/status/1413476070087483402?s=20

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୭୮ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି କଟକରୁ ୪୪୦, ବାଲେଶ୍ୱରରୁ ୩୯୭, ଯାଜପୁରରୁ ୨୧୦, ପୁରୀରୁ ୧୮୧, କେନ୍ଦ୍ରାପଡ଼ାରୁ ୧୭୮, ଜଗତସିଂହପୁରରୁ ୧୭୭, ଭଦ୍ରକରୁ ୧୭୬, ମୟୂରଭଞ୍ଜରୁ ୧୪୩, ନୟାଗଡ଼ରୁ ୧୦୭, ମାଲକାନଗିରିରୁ ୯୮, ଅନୁଗୋଳରୁ ୯୪, କେନ୍ଦୁଝରରୁ ୯୪, ସୁନ୍ଦରଗଡ଼ରୁ ୬୭, ଢେଙ୍କାନାଳରୁ ୫୭, ରାୟଗଡ଼ାରୁ ୫୭, କୋରାପୁଟରୁ ୫୨, ବୌଦ୍ଧରୁ ୪୨, ବରଗଡ଼ରୁ ୩୯, ସମ୍ୱଲପୁରରୁ ୨୬, ସୋନପୁରରୁ ୨୬, କନ୍ଧମାଳରୁ ୨୫, ବଲାଙ୍ଗିରିରୁ ୨୧, ନବରଙ୍ଗପୁରରୁ ୨୧, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୧, ଗଜପତିରୁ ୯, ଗଞ୍ଜାମରୁ ୯, ନୂଆପଡ଼ାରୁ ୭, ଦେବଗଡ଼ରୁ ୫ ଓ ଷ୍ଟେଟ୍‌ପୁଲରୁ ୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1413476076584521730?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story