ଜୀବନ ହାରିଲେ ଆଉ ଜଣେ ଚାଷୀ

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଢ଼ିପାଲି ପଞ୍ଚାୟତର ଜେଞ୍ଜରା ଗାଁର ଚାଷୀ ଅଗାନୁ ରାଉତ ନିଜ ପିନ୍ଧା ଲୁଙ୍ଗିରେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଅଗାନୁଙ୍କ ୩ ଭାଇଙ୍କ ନାଁରେ ୫ ଏକର ଜମି ଅଛି। ସେ ପାଇଥିବା ଜମିରେ ସେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ସମବାୟ ସଂସ୍ଥାରୁ ୫୦ ହଜାର ଟଙ୍କା ଋଣ କରିଥିଲେ।

ହେଲେ ଚକଡ଼ା ପୋକ ଲାଗି ଧାନ ନଷ୍ଟ ହୋଇଯାଇଥିବାରୁ ସେ ଗତ କିଛି ଦିନ ହେବ ଚିନ୍ତାରେ ଥିଲେ। ଫସଲ କ୍ଷତି ଓ ଋଣ ବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ  ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।

Ordigital Desk
• Published: Saturday, 30 December 2017
• Updated: 30 December 2017, 11:37 AM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଢ଼ିପାଲି ପଞ୍ଚାୟତର ଜେଞ୍ଜରା ଗାଁର ଚାଷୀ ଅଗାନୁ ରାଉତ ନିଜ ପିନ୍ଧା ଲୁଙ୍ଗିରେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଅଗାନୁଙ୍କ ୩ ଭାଇଙ୍କ ନାଁରେ ୫ ଏକର ଜମି ଅଛି। ସେ ପାଇଥିବା ଜମିରେ ସେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ସମବାୟ ସଂସ୍ଥାରୁ ୫୦ ହଜାର ଟଙ୍କା ଋଣ କରିଥିଲେ।

ହେଲେ ଚକଡ଼ା ପୋକ ଲାଗି ଧାନ ନଷ୍ଟ ହୋଇଯାଇଥିବାରୁ ସେ ଗତ କିଛି ଦିନ ହେବ ଚିନ୍ତାରେ ଥିଲେ। ଫସଲ କ୍ଷତି ଓ ଋଣ ବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ  ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos