୬ରେ ଲଘୁଚାପ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିପାରେ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଲଘୁଚାପ କ୍ଷେତ୍ରଟି ଯେତେବେଳେ ସୃଷ୍ଟି ହୋଇ ୭ ତାରିଖ ବେଳକୁ ଓଡ଼ିଶା ଆଡ଼କୁ ମୁହାଁଇବ ସେତେବେଳେ ଦକ୍ଷିଣ-ପଶ୍ଚିମ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକରେ ଅଧିକ ବର୍ଷା ହୋଇପାରେ। […]

rain

rain

Jitendra Garnayak
  • Published: Thursday, 02 September 2021
  • Updated: 02 September 2021, 03:56 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିପାରେ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ଲଘୁଚାପ କ୍ଷେତ୍ରଟି ଯେତେବେଳେ ସୃଷ୍ଟି ହୋଇ ୭ ତାରିଖ ବେଳକୁ ଓଡ଼ିଶା ଆଡ଼କୁ ମୁହାଁଇବ ସେତେବେଳେ ଦକ୍ଷିଣ-ପଶ୍ଚିମ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକରେ ଅଧିକ ବର୍ଷା ହୋଇପାରେ। ତେବେ ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷା ହେବ।

ଶ୍ରୀ ମହାପାତ୍ର କହିଛନ୍ତି, ୬ ତାରିଖ ସନ୍ଧ୍ୟାରୁ ଅଧିକ ବର୍ଷା ଆରମ୍ଭ ହୋଇପାରେ। ୭ ତାରିଖରେ ବର୍ଷା ହେବ। ୮ ତାରିଖରେ ମଧ୍ୟ କିଛି ପରିମାଣରେ ବର୍ଷା ହୋଇପାରେ। ଏହା ପରେ ଏହାର ପ୍ରଭାବ କମିବାକୁ ଲାଗିବ। ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତେଣୁ ସାଧାରଣତଃ ୨ ଦିନ ପାଇଁ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ରହିବ।

ସେ ଆହୁରି କହିଛନ୍ତି, ସେପ୍ଟେମ୍ବର ମାସରେ ସାରା ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ। ଓଡ଼ିଶାରେ ସାଧାରଣ ଭାବେ ଯେତିକି ବର୍ଷା ହୋଇଥାଏ, ସେତିକି ହୋଇପାରେ। ଅଗଷ୍ଟରେ ଓଡ଼ିଶାରେ ବହୁତ କମ୍ ପରିମାଣରେ ବର୍ଷା ରେକର୍ଡ କରାଯାଇଛି। ତେବେ ସେପ୍ଟେମ୍ବର ମାସରେ ଏହା ସାମାନ୍ୟରୁ ସାମାନ୍ୟ ଅଧିକ ରହିବ ବୋଲି ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story