କୋର୍ଟରେ ହାଜର ହେଲେ ଅନୁଭବ, କହିଲେ-ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ

କଟକ(ଓଡ଼ିଶା ରିପୋର୍ଟର): କିଛି ଦିନ ହେବ ପାରିବାରିକ ଜୀବନକୁ ଚର୍ଚ୍ଚାରେ ଥିବା ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆଜି ପୁଣିଥରେ କଟକ ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କିଛି ଦିନ ତଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ କରିଥିବା ଏକ ପାରିବାରିକ ହିଂସା ମାମଲାରେ ନିଜ ପକ୍ଷ ରଖିବା ପାଇଁ ସେ କୋର୍ଟରେ ହାଜର ହୋଇଛନ୍ତି। ସେ ତାଙ୍କ ଓକିଲ ଜରିଆରେ କୋର୍ଟରେ ନିଜ ଜବାବ ଦାଖଲ କରିଛନ୍ତି। […]

Anubhaba

Anubhaba

Madhupriya Mistry
  • Published: Friday, 18 December 2020
  • Updated: 18 December 2020, 03:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କିଛି ଦିନ ହେବ ପାରିବାରିକ ଜୀବନକୁ ଚର୍ଚ୍ଚାରେ ଥିବା ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆଜି ପୁଣିଥରେ କଟକ ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କିଛି ଦିନ ତଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ କରିଥିବା ଏକ ପାରିବାରିକ ହିଂସା ମାମଲାରେ ନିଜ ପକ୍ଷ ରଖିବା ପାଇଁ ସେ କୋର୍ଟରେ ହାଜର ହୋଇଛନ୍ତି। ସେ ତାଙ୍କ ଓକିଲ ଜରିଆରେ କୋର୍ଟରେ ନିଜ ଜବାବ ଦାଖଲ କରିଛନ୍ତି।

କୋର୍ଟରୁ ବାହାରକୁ ଆସିବା ପରେ ଅନୁଭବ କହିଛନ୍ତି, ଆଇନ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ରହିଛି । ମୁଁ ମୋ ପକ୍ଷ ରଖିଛି । ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ । ମୋର ବିଶ୍ୱାସ ରହିଛି, ମୋତେ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବେଶ କିଛି ଦିନ ହେବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ଏନେଇ ମାମଲା କୋର୍ଟରେ ଚାଲିଥିବା ବେଳେ ଛାଡପତ୍ର ଯାଏଁ କଥା ପହଁଚି ସାରିଛି । ଅନୁଭବ, ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଛନ୍ତି । ବର୍ଷା କିନ୍ତୁ ନିଜ ଭରଣପୋଷଣ ପାଇଁ କଟକ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story