ଦାନ୍ତକାଠି କିଣିଲେ ଅପରାଜିତା

ନୀଳଗିରି(ବିଶ୍ୱମ୍ୱର ଦାସ): ହାଟରୁ ଦାନ୍ତକାଠି କିଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିସହ ସେ ଉଠାଦୋକାନୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବାଲେଶ୍ୱର ଜିଲ୍ଲା କପ୍ତିପଦାର ବାଘା ଯତୀନ ବଳିଦାନ ଦିବସରେ ଯୋଗଦାନ ପାଇଁ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିଲା ବେଳେ ଡାକବଙ୍ଗଳା ପରିସରରେ ବିଜେପି କର୍ମୀ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହାପରେ ସେ ନୀଳଗିରି ବଜାର ଦେଇ ଏକ କିଲୋମିଟର ଚାଲିଚାଲି ବିଜେପି ପାର୍ଟି ଅଫିସ୍‌କୁ ଯାଇଥିଲେ। ତେବେ ଯିବା ବାଟରେ ସେ ହାଟ ଛକରେ […]

nilagiri

nilagiri

Jyoshna Pradhan
  • Published: Tuesday, 10 September 2019
  • Updated: 10 September 2019, 02:25 PM IST

Sports

Latest News

ନୀଳଗିରି(ବିଶ୍ୱମ୍ୱର ଦାସ): ହାଟରୁ ଦାନ୍ତକାଠି କିଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିସହ ସେ ଉଠାଦୋକାନୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବାଲେଶ୍ୱର ଜିଲ୍ଲା କପ୍ତିପଦାର ବାଘା ଯତୀନ ବଳିଦାନ ଦିବସରେ ଯୋଗଦାନ ପାଇଁ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିଲା ବେଳେ ଡାକବଙ୍ଗଳା ପରିସରରେ ବିଜେପି କର୍ମୀ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହାପରେ ସେ ନୀଳଗିରି ବଜାର ଦେଇ ଏକ କିଲୋମିଟର ଚାଲିଚାଲି ବିଜେପି ପାର୍ଟି ଅଫିସ୍‌କୁ ଯାଇଥିଲେ।

ତେବେ ଯିବା ବାଟରେ ସେ ହାଟ ଛକରେ ପଡ଼ିଥିବା ସାପ୍ତାହିକ ହାଟରେ ଉଠାଦୋକାନୀଙ୍କ ସହ ଆଲୋଚନା କରିବା ସହ ଜଙ୍ଗଲରୁ ଶାଳପତ୍ର ଦାନ୍ତକାଠି ବିକି ପେଟ  ପୋଷୁଥିବା ଲୋକଙ୍କ ସହ କଥା ହୋଇଥିଲେ। ସେଠାରୁ ୫ ବଣ୍ଡଲ୍‌ ଶାଳ ଦାନ୍ତକାଟି କିଣିଥିଲେ। ଏହାପରେ ସେ ପାର୍ଟି ଅଫିସ୍‌ ଯାଇ କପ୍ତିପଦା ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos