୯ହଜାର ୮୨୮ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

Ordigital Desk
  • Published: Wednesday, 13 December 2017
  • , Updated: 13 December 2017, 07:58 AM IST
<p>ଭୁବନେଶ୍ୱର: ବିଧାନସଭାରେ ପାରିତ ହୋଇଛି ୨୦୧୭-୧୮ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍। ୯ହଜାର ୮୨୮ କୋଟି ୫୬ ଲକ୍ଷ ୬୬ ହଜାର ଟଙ୍କା ଅତିରିକ୍ତ ବଜେଟର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଏଥିରେ ଆଦିବାସୀଙ୍କ ବିକାଶ, ସହରାଞ୍ଚଳ ଉନ୍ନତି ଯୋଜନା, ଗ୍ରାମାଞ୍ଚଳ ଓ&nbsp; ଆମ ଗାଁ ଆମ ବିକାଶ ଯୋଜନା ପାଇଁ ବିଶେଷ ଅର୍ଥ ବ୍ୟବସ୍ଥା କରାଯାଇଛି। ଏଥିସହିତ ଗଠନ ହୋଇଥିବା ଅନୁସୂଚିତ ଜନଜାତି କାଉନସିଲ୍ ପାଇଁ ମଧ୍ୟ ବିଶେଷ ଭାବେ ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।</p>

Related story