ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଲାନି କମିଶନରେଟ ପୁଲିସ, ପାଟି ବି ଖୋଲୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବା ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଜଜ୍‌ଙ୍କ ଆଗରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଆଜି ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଜଜ୍‌ଙ୍କ ଆଗରେ ହାଜର କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟଜନକ ଭାବେ କମିଶନରେଟ୍ ପୁଲିସ ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ କୌଣସି ନୂଆ ମାମଲା ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇନି। ଏପରିକି ପୁଲିସ ମଧ୍ୟ ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରିନି। ସେପଟେ ଅର୍ଚ୍ଚନାଙ୍କୁ ନେଇ […]

Archana-Nag

Archana-Nag

Niranjan Mishra
  • Published: Wednesday, 19 October 2022
  • Updated: 19 October 2022, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବା ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଜଜ୍‌ଙ୍କ ଆଗରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଆଜି ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଜଜ୍‌ଙ୍କ ଆଗରେ ହାଜର କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟଜନକ ଭାବେ କମିଶନରେଟ୍ ପୁଲିସ ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ କୌଣସି ନୂଆ ମାମଲା ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇନି।

ଏପରିକି ପୁଲିସ ମଧ୍ୟ ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରିନି। ସେପଟେ ଅର୍ଚ୍ଚନାଙ୍କୁ ନେଇ ରାଜନୀତି କିନ୍ତୁ ସରଗରମ। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, ଘଟଣାରେ ୨୩ ବିଜେଡି ବିଧାୟକ ଏବଂ ୪ ମନ୍ତ୍ରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ କାହିଁକି ସଂପୃକ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ବିଦା କରୁନାହାନ୍ତି। ଯାହାକୁ ନେଇ ସଭିଁଙ୍କ ମନରେ ସନ୍ଦେହ ବଢ଼ିଛି। ତେଣୁ ସାହାସ ଅଛି ତ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ବାନ୍ଧନ୍ତୁ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ସାମ୍ନା କରନ୍ତୁ।

ସେପଟେ ଏହି ଘଟଣାକୁ ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ଦିଆଯାଉ ବୋଲି କହିଛନ୍ତି ବିଜେପି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ। ତେବେ କଂଗ୍ରେସ ଓ ବିଜେପିର ଏହି ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ସେହିପରି ଅର୍ଚ୍ଚନା ନାଗଙ୍କ ବିଶାଳ ସାମ୍ରାଜ୍ୟ ଠିଆ କରିବା ପଛର ରହସ୍ୟ, ବ୍ଲାକମେଲ ଓ ତାଙ୍କ ସହ ଅନୈତିକ ଲିଙ୍କରେ ଥିବା ବ୍ୟକ୍ତିଙ୍କ ଚେହେରା ବିଷୟରେ ଏ ପର୍ଯ୍ୟନ୍ତ ପୁଲିସ ଆଉ ପାଟି ମଧ୍ୟ ଖୋଲୁନି। ଯାହାକୁ ନେଇ ଅଲୋଚନା ଥମିବାର ନାଁ ଧରୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story