‘ନବୀନବାବୁ ଜମିଦାର, ଆମେ ସମସ୍ତେ ତାଙ୍କର ଗୁମାସ୍ତା’

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବିଜେଡିରେ ‘ଚାକର’ ଉପାଖ୍ୟାନ ପରେ ଏବେ ଚର୍ଚ୍ଚାକୁ ଆସିଛି ‘ଗୁମାସ୍ତା’। ଆଉ ଏହି ‘ଗୁମସ୍ତା’ ଉପାଖ୍ୟାନର ମୂଳଦୁଆ ପକାଇଛନ୍ତି ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ। ଖୋର୍ଦ୍ଧାରେ ଆୟୋଜିତ ବିଜେଡି ୨୪ ତମ ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗଦେଇ ଅରୂପ କହିଛନ୍ତି, ନବୀନବାବୁ ଆମ ଜମିଦାର, ଆମେ ସମସ୍ତେ ତାଙ୍କର ଗୁମାସ୍ତା। ଶ୍ରୀ ପଟ୍ଟନାୟକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅଭିପ୍ରେତ। ତାଙ୍କ ଚେହେରାରେ କରୁଣା ଓ ଦୟା […]

arup-naveen

arup-naveen

Ordigital Desk
  • Published: Saturday, 26 December 2020
  • Updated: 27 December 2020, 02:56 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବିଜେଡିରେ ‘ଚାକର’ ଉପାଖ୍ୟାନ ପରେ ଏବେ ଚର୍ଚ୍ଚାକୁ ଆସିଛି ‘ଗୁମାସ୍ତା’। ଆଉ ଏହି ‘ଗୁମସ୍ତା’ ଉପାଖ୍ୟାନର ମୂଳଦୁଆ ପକାଇଛନ୍ତି ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ। ଖୋର୍ଦ୍ଧାରେ ଆୟୋଜିତ ବିଜେଡି ୨୪ ତମ ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗଦେଇ ଅରୂପ କହିଛନ୍ତି, ନବୀନବାବୁ ଆମ ଜମିଦାର, ଆମେ ସମସ୍ତେ ତାଙ୍କର ଗୁମାସ୍ତା।

ଶ୍ରୀ ପଟ୍ଟନାୟକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅଭିପ୍ରେତ। ତାଙ୍କ ଚେହେରାରେ କରୁଣା ଓ ଦୟା ପ୍ରତିଫଳିତ ହେଉଛି। ସେ ଜଣେ ନମ୍ର ଓ ଭଦ୍ର ଲୋକ। କାହା ବିଷୟରେ ସେ କିଛି କୁହନ୍ତି ନାହିଁ। ତାଙ୍କ ପାଖକୁ ନେତାମାନେ ଗଲେ ସେ କାହାକୁ ଅନାନ୍ତି ନାହିଁ। କିନ୍ତୁ ଜଣେ ବୟସ୍କା ଗଲେ ତାଙ୍କ ହାତ ଆପେ ଆପେ ହଲେ। ଏହା ତାଙ୍କର କରୁଣା। ସେଥିପାଇଁ ତାଙ୍କୁ ଭୋଟ୍‌ ମିଳୁଛି। ଏକଥା କିନ୍ତୁ କେହି ବୁଝିପାରୁ ନାହାନ୍ତି। ଜିନ୍ଦାବାଦ ଓ ମୁର୍ଦ୍ଦାବାଦ ପକାଇଲେ ଭୋଟ୍‌ ମିଳେନି। ଲୋକେ ତାଙ୍କୁ ବିଶ୍ୱାସ କରୁଥିବାରୁ ନିର୍ବାଚନରେ ଭୋଟ ଦେଉଛନ୍ତି। ନବୀନବାବୁଙ୍କ ଅଶେଷ କରୁଣା ଓ ଦୟାକୁ ନେଇ ଓଡ଼ିଶା ମୋ ପରିବାର ହୋଇଛି। ଏଥିପାଇଁ ମୋତେ ବହୁ ସମର୍ଥନ ଓ ସହାୟତା ମିଳୁଛି। ଆଗାମୀ ଦିନରେ ଯେଉଁଠି ଓଡ଼ିଆ ସହାୟତା ମାଗିବେ, ତାଙ୍କୁ ସହଯୋଗର ହାତ ବଢ଼ାଯିବ।”

https://youtu.be/IkN0YUDi_LI

ରାଜ୍ୟରେ ସ୍ୱାସ୍ଥ୍ୟସେବା ଓ ଆଇନ୍‌ଶୃଙ୍ଖଳାର ଗୁମର ଖୋଲିଛନ୍ତି ଅରୂପ। ସେ କହିଛନ୍ତି, “ଚିହ୍ନା ଚରିଚୟ ନଥିଲେ ଡାକ୍ତରଖାନା ଓ ଥାନାରେ କେତେବେଳେ କଣ ହୋଇଯିବ କିଛି କହିହେବନାହିଁ। ଥାନାକୁ ଏଫ୍‌ଆଇଆର୍‌ ନେଇ ଯାଇଥିବେ, ସେଠାରେ ବନ୍ଧା ହୋଇଯିବେ। ସମାନ ଅବସ୍ଥା ଡାକ୍ତରଖାନାରେ। ଗୋଟିଏ ଗୋଡ଼ ଅପରେଶନ୍‌ ପାଇଁ ଯାଇଥିବେ, ଆର ଗୋଡ଼ ଅପରେଶନ ହୋଇଯିବ। ଏଥିପାଇଁ ଚିହ୍ନା ପରିଚୟ ନିହାତି ଦରକାର। ଡାକ୍ତରଖାନାରେ ଜଣେ ୱାର୍ଡବୟ ଯଦି ଚିହ୍ନା ଥିବ, ତାହାହେଲେ ବହୁ ସହାଯ୍ୟ ମିଳିଯିବ। ଅପରିଚତ ଲୋକଙ୍କ ସହାୟତାର ହାତ ବଢ଼ାଇବା ପାଇଁ ଓଡ଼ିଶା ମୋ ପରିବାରର ସ୍ୱେଚ୍ଛାସେବୀମାନେ ସବୁ ସ୍ଥାନରେ ରହିବେ।”

ସ୍ୱାସ୍ଥ୍ୟ ସେବାର ଗୁମର ଖୋଲିବାକୁ ଯାଇ ସେ କହିଛନ୍ତି-“ଓଡ଼ିଶାରେ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭଲ ବ୍ୟବସ୍ଥା ନାହିଁ। ଏପରିକି ଏଠାରେ ରୋଗ ନିରୁପଣ ଠିକ୍‌ ଭାବେ ହୋଇପାରୁ ନାହିଁ। ତେଣୁ କ୍ୟାନସର ରୋଗୀଙ୍କ ଚିକିତ୍ସା ଟାଟାରେ ହେବ। ତେବେ ଆଗାମୀ ଦିନରେ ଏଠାରେ କ୍ୟାନସର ରୋଗୀଙ୍କ ଚିକିତ୍ସା ହୋଇପାରେ। ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଛନ୍ତି, ଏଠାରେ କ୍ୟାନସର ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ହେବନି କାହିଁକି? ନିଶ୍ଚିତ ହେବ। କାରଣ ସେ ଆମ ମାଲିକ, ଆଉ ଆମେମାନେ ସମସ୍ତେ ଗୁମାସ୍ତା। ନବୀନବାବୁ ଜମିଦାର ଲୋକ, ଆମେ ସମସ୍ତେ ଗୁମାସ୍ତା ହୋଇ କାମ କରୁଛୁ।”

ନବୀନ ସରକାରର ଗୁମର ଖୋଲୁ ଖୋଲୁ ଅରୂପ ପଟ୍ଟନାୟକ ନିଜର ପିଠି ମଧ୍ୟ ଥାପୁଡାଇଛନ୍ତି। ନିଜ ଏନ୍‌ଜିଓ ସମ୍ପର୍କରେ କହିଛନ୍ତି। ମାତ୍ର ଏଥିପାଇଁ ପବ୍ଲିସିଟି କରିବାକୁ ଚାହିଁ। ମୋ ଏନ୍‌ଜିଓ ଓଡ଼ିଶା ମୋ ପରିବାର ସହ ମିଶ୍ରଣ ହୋଇଛି ବୋଲି ସେ କହିଛନ୍ତି। ଆମର ନେତା ନବୀନବାବୁ କେବେ ପବ୍ଲିସିଟି କରନ୍ତିନାହିଁ। ସେ ପବ୍ଲିସିଟିକୁ ବିଶ୍ୱାସ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story