ଆସନ୍ତା ୨୨ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର:  ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପାଇଁ ଆଜିଠାରୁ ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷାର୍ଥୀ ମାନେ ଆଜିଠୁ www.prestige.in ୱେବ ସାଇଟରୁ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ସେହିପରି ବିଭିନ୍ନ ସ୍କୁଲଗୁଡିକ ନିଜ ନିଜ କୋଡ୍ ବ୍ୟବହାର କରି ୱେବସାଇଟରୁ ଆଡମିଟକାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଯେଉଁ […]

Orissa-Board-10th-SSC-Date-Sheet-2015

Orissa-Board-10th-SSC-Date-Sheet-2015

Rakesh Mallick
  • Published: Wednesday, 17 June 2015
  • Updated: 18 June 2015, 07:41 AM IST

Sports

Latest News

ଭୁବନେଶ୍ୱର:  ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପାଇଁ ଆଜିଠାରୁ ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷାର୍ଥୀ ମାନେ ଆଜିଠୁ www.prestige.in ୱେବ ସାଇଟରୁ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ସେହିପରି ବିଭିନ୍ନ ସ୍କୁଲଗୁଡିକ ନିଜ ନିଜ କୋଡ୍ ବ୍ୟବହାର କରି ୱେବସାଇଟରୁ ଆଡମିଟକାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ନାହିଁ ସେମାନେ ଆସନ୍ତା ୨୦ ତାରିଖରୁ ନିଜ ନିଜ ପରୀକ୍ଷା କେନ୍ଦ୍ରରୁ ଏହା ସଂଗ୍ରହ କରିପାରିବେ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି।.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story