ଆସନ୍ତା ୨୬ରେ ସମ୍ବଲପୁର ଆଇଆଇଏମ ଅସ୍ଥାୟୀ କ୍ୟାମ୍ପସ ନେଇ ନିଷ୍ପତ୍ତି

ସମ୍ବଲପୁର: ସମ୍ୱଲପୁରରେ ଆଇଆଇଏମ ପାଇଁ ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ନେଇ ଚୂଡାନ୍ତ ନିଷ୍ପତ୍ତି ଆସନ୍ତା ୨୬ ତାରିଖରେ ହେବାକୁ ଥିବା ବୈଠକରେ ନିଆଯିବ । ସମ୍ୱଲପୁରକୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରିତା ସମୀକ୍ଷା ବୈଠକରେ ଯୋଗଦେବାକୁ ଆସିଥିବା ବେଳେ ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାଶବର୍ମା ଏହା କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ କ୍ଷେତ୍ର ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ ଦେଇଥିବା ପ୍ରାସ୍ତାବିତ ୩ଟି ପ୍ରତିଷ୍ଠାନ ମଧ୍ୟରୁ ଯେ କୌଣସି ଗୋଟିଏରେ ଏହି […]

andolan

andolan

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 11:24 AM IST

sanjay dasbarmaସମ୍ବଲପୁର: ସମ୍ୱଲପୁରରେ ଆଇଆଇଏମ ପାଇଁ ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ନେଇ ଚୂଡାନ୍ତ ନିଷ୍ପତ୍ତି ଆସନ୍ତା ୨୬ ତାରିଖରେ ହେବାକୁ ଥିବା ବୈଠକରେ ନିଆଯିବ । ସମ୍ୱଲପୁରକୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରିତା ସମୀକ୍ଷା ବୈଠକରେ ଯୋଗଦେବାକୁ ଆସିଥିବା ବେଳେ ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାଶବର୍ମା ଏହା କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ କ୍ଷେତ୍ର ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ ଦେଇଥିବା ପ୍ରାସ୍ତାବିତ ୩ଟି ପ୍ରତିଷ୍ଠାନ ମଧ୍ୟରୁ ଯେ କୌଣସି ଗୋଟିଏରେ ଏହି ଅସ୍ଥାୟୀ କ୍ୟାମ୍ପସ ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷରେ ସେଠାରେ ପାଠ ପଢା ଆରମ୍ଭ ହେବ ବୋଲି ମନ୍ତ୍ରୀ ଦାଶବର୍ମା ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story