ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନ

ପୁରୀ: ଆସନ୍ତାକାଲି ଶ୍ରୀଜୀଉଙ୍କ ସମ୍ପନ୍ନ ହେବ ବ୍ରହ୍ମାଣ୍ଡ ଠାକୁରଙ୍କ ବ୍ରହ୍ମ ପରିବର୍ତ୍ତନ ନୀତି। ଏଥିପାଇଁ ଆଜି ସରିବ ବିଗ୍ରହ ନିର୍ମାଣ। ପୁରୁଣା ବିଗ୍ରହ ଭିତରୁ ବ୍ରହ୍ମଙ୍କୁ ନିଆଯାଇ, ନୂଆ ବିଗ୍ରହଙ୍କଠାରେ ସଂସ୍ଥାପନ କରାଯିବ । ପ୍ରଥମେ ବିଦ୍ୟାପତି, ସୁଦର୍ଶନ ମହାପ୍ରଭୁଙ୍କ ଘଟ ପରିବର୍ତ୍ତନ କରିବେ । ବ୍ରହ୍ମ ପରିବର୍ତ୍ତନ ସମୟରେ ୪ ବାଡ଼ର ବାଡ଼ଗ୍ରାହୀ ରହିବେ। ସେମାନଙ୍କୁ ବିଦ୍ୟାପତି ଗୋପନୀୟତାର ଶପଥ ପାଠ କରାଇବେ। ଘଟ ପରିବର୍ତ୍ତନ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାରି ବାଡ଼ଗ୍ରାହୀଙ୍କୁ […]

jagannath-temple-puri

jagannath-temple-puri

Rakesh Mallick
  • Published: Sunday, 14 June 2015
  • Updated: 14 June 2015, 03:57 PM IST

Sports

Latest News

ପୁରୀ: ଆସନ୍ତାକାଲି ଶ୍ରୀଜୀଉଙ୍କ ସମ୍ପନ୍ନ ହେବ ବ୍ରହ୍ମାଣ୍ଡ ଠାକୁରଙ୍କ ବ୍ରହ୍ମ ପରିବର୍ତ୍ତନ ନୀତି। ଏଥିପାଇଁ ଆଜି ସରିବ ବିଗ୍ରହ ନିର୍ମାଣ। ପୁରୁଣା ବିଗ୍ରହ ଭିତରୁ ବ୍ରହ୍ମଙ୍କୁ ନିଆଯାଇ, ନୂଆ ବିଗ୍ରହଙ୍କଠାରେ ସଂସ୍ଥାପନ କରାଯିବ । ପ୍ରଥମେ ବିଦ୍ୟାପତି, ସୁଦର୍ଶନ ମହାପ୍ରଭୁଙ୍କ ଘଟ ପରିବର୍ତ୍ତନ କରିବେ । ବ୍ରହ୍ମ ପରିବର୍ତ୍ତନ ସମୟରେ ୪ ବାଡ଼ର ବାଡ଼ଗ୍ରାହୀ ରହିବେ। ସେମାନଙ୍କୁ ବିଦ୍ୟାପତି ଗୋପନୀୟତାର ଶପଥ ପାଠ କରାଇବେ। ଘଟ ପରିବର୍ତ୍ତନ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାରି ବାଡ଼ଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଘଟ ପରିବର୍ତ୍ତନ ପରେ ପୁରୁଣା ବିଗ୍ରହଙ୍କୁ କୋଇଲି ବୈକୁଣ୍ଠରେ ପାତାଳି କରାଯିବ। ବିଧି ମୁତାବକ ତିନି ରଥରେ ବିରାଜମାନ କରୁଥିବା ସାରଥୀ, ଅଶ୍ୱ, ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ଏହି ସମୟରେ ପାତାଳି କରାଯିବ। ଏହି କ୍ରମରେ ଭୋଇ ସେବାୟତମାନେ ଶନିବାର ୧୨ଟଇ ଅଶ୍ୱଙ୍କୁ କୋଇଲି ବୈକୁଣ୍ଠ ପରିସରକୁ ନେଇଛନ୍ତି। ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ଗତକାଲି ନ୍ୟାସଦାରୁ, ନ୍ୟାସରଥରେ ବିରାଜମାନ ହୋଇ ଶ୍ରୀମନ୍ଦିର ଭିତର ବେଢ଼ା ପରିକ୍ରମା କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସଦୃଶ ନ୍ୟାସ ରଥରେ ହିଁ ନ୍ୟାସଦାରୁଙ୍କୁ ବିରାଜମାନ କରାଯାଇ ଶ୍ରୀମନ୍ଦିର କୁର୍ମ ବେଢ଼ାକୁ ୭ ଥର ପରିକ୍ରମା କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଦାରୁରୁ ପ୍ରତିଷ୍ଠା ହୋଇଥିବା ଏହି ନ୍ୟାସଦାରୁରେ ହିଁ ଚତୁର୍ଦ୍ଧା ବିଗ୍ରହଙ୍କର ବ୍ରହ୍ମକବାଟି ନିର୍ମାଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story