ଆସନ୍ତା କାଲିଠୁ ନିର୍ମାଣ ହେବ ରଥ

ପୁରୀ: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିବସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚନ୍ଦନ ଯାତ୍ରା ହେବ। ଏହା ସହ ମହାପ୍ରଭୁଙ୍କ ରଥଯାତ୍ରାର ରଥ ନିର୍ମାଣ କାର୍ଯ୍ୟ ମଧ୍ୟ  ଆରମ୍ଭ ହେବ। ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ରଥର କେତେକ କାଠ ଗଣ୍ଠି ମଧ୍ୟ ରଖାଯାଇଛି । ଅନ୍ୟପଟେ ନରେନ୍ଦ୍ର ପୁଶ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡା ଉତ୍ସବ ବା ଚନ୍ଦନ ଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଯାତ୍ରାକୁ ଶୃଙ୍ଗଳିତ କରିବା ପାଇଁ ଛତିଶା ନିଯୋଗ ବୈଠକରେ […]

Chariotwork

Chariotwork

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:22 AM IST

Sports

Latest News

ପୁରୀ: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିବସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚନ୍ଦନ ଯାତ୍ରା ହେବ। ଏହା ସହ ମହାପ୍ରଭୁଙ୍କ ରଥଯାତ୍ରାର ରଥ ନିର୍ମାଣ କାର୍ଯ୍ୟ ମଧ୍ୟ  ଆରମ୍ଭ ହେବ।

ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ରଥର କେତେକ କାଠ ଗଣ୍ଠି ମଧ୍ୟ ରଖାଯାଇଛି । ଅନ୍ୟପଟେ ନରେନ୍ଦ୍ର ପୁଶ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡା ଉତ୍ସବ ବା ଚନ୍ଦନ ଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ।

ଯାତ୍ରାକୁ ଶୃଙ୍ଗଳିତ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story