ଆଇନଜୀବୀଙ୍କ ହତ୍ୟାକାରୀକୁ ଗିରଫ ଦାବି: ଆସନ୍ତାକାଲି କୋର୍ଟରେ କାର୍ଯ୍ୟବନ୍ଦ

କଟକ: ବୌଦ୍ଧରେ ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ କୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଆଜି ଅପରାହ୍ନରୁ ହାଇକୋର୍ଟ ଓକିଲମାନେ କୋର୍ଟ ବର୍ଜନ କରିବେ ବୋଲି କହିଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଆଇନଜୀବୀମାନେ ଏପରି ନିଷ୍ପତ୍ତି ନେଇଛି। ଗତ ମଙ୍ଗଳବାର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗାଁର ଜଣେ ଯୁବ ଆଇନଜୀବୀ ହେମନ୍ତ ସାହୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା […]

boudh

boudh

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 09:42 AM IST

Sports

Latest News

କଟକ: ବୌଦ୍ଧରେ ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ କୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଆଜି ଅପରାହ୍ନରୁ ହାଇକୋର୍ଟ ଓକିଲମାନେ କୋର୍ଟ ବର୍ଜନ କରିବେ ବୋଲି କହିଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଆଇନଜୀବୀମାନେ ଏପରି ନିଷ୍ପତ୍ତି ନେଇଛି।
ଗତ ମଙ୍ଗଳବାର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗାଁର ଜଣେ ଯୁବ ଆଇନଜୀବୀ ହେମନ୍ତ ସାହୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରି ଥାଇପାରେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story