ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ଆରମ୍ଭ କଲେ ଏଏସ୍‌ଆଇର ବୈଷୟିକ ଟିମ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ASIର ବୈଷୟିକ ଟିମ।  ଆଜି ପୂର୍ବାହ୍ନରେ ଏହି ଟିମ୍ ପହଞ୍ଚିଛି ଏବଂ ଶ୍ରୀମନ୍ଦିର ଐତିହ୍ୟ କୀର୍ତ୍ତିରାଜୀର ସୁରକ୍ଷା ନିମନ୍ତେ ଯାଞ୍ଚ ଆରମ୍ଭ କରିଛନ୍ତି। ଟିମ୍‌ରେ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ASI ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଗର୍ଭଗୃହ ଯାଞ୍ଚ କରୁଛନ୍ତି। ଗର୍ଭଗୃହର ଅବସ୍ଥା, ନାଟମଣ୍ଡପ, ଭୋଗମଣ୍ଡପ, ବିଭିନ୍ନ ଦ୍ୱାରର ଗୁମୁଟ, ମେଘନାଦ […]

ASI

ASI

Niranjan Mishra
  • Published: Sunday, 03 July 2022
  • Updated: 03 July 2022, 12:25 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ASIର ବୈଷୟିକ ଟିମ।  ଆଜି ପୂର୍ବାହ୍ନରେ ଏହି ଟିମ୍ ପହଞ୍ଚିଛି ଏବଂ ଶ୍ରୀମନ୍ଦିର ଐତିହ୍ୟ କୀର୍ତ୍ତିରାଜୀର ସୁରକ୍ଷା ନିମନ୍ତେ ଯାଞ୍ଚ ଆରମ୍ଭ କରିଛନ୍ତି। ଟିମ୍‌ରେ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ASI ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଗର୍ଭଗୃହ ଯାଞ୍ଚ କରୁଛନ୍ତି।

ଗର୍ଭଗୃହର ଅବସ୍ଥା, ନାଟମଣ୍ଡପ, ଭୋଗମଣ୍ଡପ, ବିଭିନ୍ନ ଦ୍ୱାରର ଗୁମୁଟ, ମେଘନାଦ ପାଚେରି, କଳାହାଟ ଦ୍ୱାରରେ ରୁପା ଛାଉଣୀ କାମ ଓ ଶ୍ରୀମନ୍ଦିର ପରିସର ପାର୍ଶ୍ୱ ମନ୍ଦିର ସ୍ଥିତି ମଧ୍ୟ ଅନୁଧ୍ୟାନ କରୁଛି ଟିମ୍। ଦକ୍ଷିଣ ଦ୍ୱାର ଦେଇ ଟିମ୍ ପ୍ରବେଶ କରିବା ବେଳେ ଏହି ଦ୍ୱାର ଗୁମୁଟ ମରାମତି କାମ ଦେଖିଥିଲା। କେମିକାଲ ଇଂଜିନିୟର ରଞ୍ଜନା ପୁସ୍କରଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀମାନେ ଯାଞ୍ଚରେ ସାମିଲ ହୋଇଛନ୍ତି।

ସୂଚନା ଥାଉକି, ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଂଚ ଓ ଆବଶ୍ୟକ ମରାମତି କରାଯାଇଥାଏ। ତେଣୁ ଚଳିତ ଥର ଚାଲିଥିବା ଯାଞ୍ଚ ପରେ ଆବଶ୍ୟକ ମରାମତି କାମ ହେବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story