ମହାପ୍ରଭୁ ରତ୍ନବେଦୀକୁ ଫେରିବା ପୂର୍ବରୁ ସରିବ ଗର୍ଭଗୃହ ସଫେଇ ଓ ମରାମତି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଗର୍ଭଗୃହ ସଫେଇ ଓ ଆବଶ୍ୟକ ମରାମତି ହେବ। ରୋଷଘର ଚଟାଣ ମରାମତି କରାଯିବ। ବାକି ସବୁକିଛି ଠିକ୍ ରହିଛି। ଆଜି ମିଳିତ ଯାଞ୍ଚ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏଏସ୍ଆଇର ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ। ସେ କହିଛନ୍ତି, ଗତବର୍ଷ କରାଯାଇଥିବା ଭେଣ୍ଟିଲେସନ ବ୍ୟବସ୍ଥା ଯୋଗୁ ଗର୍ଭଗୃହରେ ସେଭଳି କିଛି ବଡ ମରାମତି ଆବଶ୍ୟକ ନାହିଁ। ସବୁ ଠିକ୍ ଥିବା ଯାଞ୍ଚରେ ଜଣାପଡ଼ିଛି। ତେଣୁ କେବଳ ରୁଟିନ୍ ସଫେଇ ଓ କେମିକାଲ ୱାସ୍ […]

Untitled-1

Untitled-1

Niranjan Mishra
  • Published: Sunday, 03 July 2022
  • Updated: 03 July 2022, 05:41 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଗର୍ଭଗୃହ ସଫେଇ ଓ ଆବଶ୍ୟକ ମରାମତି ହେବ। ରୋଷଘର ଚଟାଣ ମରାମତି କରାଯିବ। ବାକି ସବୁକିଛି ଠିକ୍ ରହିଛି। ଆଜି ମିଳିତ ଯାଞ୍ଚ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏଏସ୍ଆଇର ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ। ସେ କହିଛନ୍ତି, ଗତବର୍ଷ କରାଯାଇଥିବା ଭେଣ୍ଟିଲେସନ ବ୍ୟବସ୍ଥା ଯୋଗୁ ଗର୍ଭଗୃହରେ ସେଭଳି କିଛି ବଡ ମରାମତି ଆବଶ୍ୟକ ନାହିଁ। ସବୁ ଠିକ୍ ଥିବା ଯାଞ୍ଚରେ ଜଣାପଡ଼ିଛି। ତେଣୁ କେବଳ ରୁଟିନ୍ ସଫେଇ ଓ କେମିକାଲ ୱାସ୍ କରାଯିବ।

ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପ ଠିକ୍ ଅଛି। ୧୦ ଦିନ ଭିତରେ ରୋଷଘର ଚଟାଣ ମରାମତି ଓ ଗର୍ଭଗୃହ ସଫେଇ ସରିବ। କଳାହାଟ ଦ୍ୱାରର ରୂପାଛାଉଣୀ ମଧ୍ୟ ଶୀଘ୍ର ଶେଷ ହେବ। ଏହା ସମନ୍ୱିତ ନିରୀକ୍ଷଣରେ ହେଉଛି। ମହାପ୍ରଭୁ ନବଦିନାଙ୍କ ରଥଯାତ୍ରା ସାରି ରତ୍ନବେଦୀକୁ ଫେରିବା ପୂର୍ବରୁ ଏସବୁ କାମ ସରିବ।

ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଇବା ନେଇ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖାଯାଇଛି। ଅନୁମତି ମିଳିବା ପରେ ସିସିଟିଭ ଲାଗିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସୂଚନା ଥାଉକି, ପ୍ରତିବର୍ଷ ରଥଯାତ୍ରା ସମୟରେ ଏଏସ୍ଆଇର ସହ ମିଳିତ ଟେକ୍ନିଟାଲ ଟିମ୍ ଶ୍ରୀମନ୍ଦିରର ଯାଞ୍ଚ କରନ୍ତି। ଏହା ସହିତ ଦରକାର ମୁତାବକ ମରାମତି କରିଥାନ୍ତି।

ଆଜି ହୋଇଥିବା ବୈଷୟିକ ଟିମ୍‌ ଯାଞ୍ଚରେ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ASI ଓଡିଶା ମୁଖ୍ୟ ଅରୁଣ ମଲ୍ଲିକ, କେମିକାଲ ଇଂଜିନିୟର ରଞ୍ଜନା ପୁସ୍କରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ପୂର୍ବାହ୍ନରେ ଟିମ୍ ଶ୍ରୀମନ୍ଦିରରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story