ମଇଦାନରୁ ମଲ୍‌: ଶେଷ ଦିନରେ ଓଡ଼ିଆ ସଂସ୍କୃତି ସାଉଁଣ୍ଟିଲେ ବିଦେଶୀ ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ ଆଜି ଥିଲା ଉଦ୍‌ଯାପନୀ ଦିବସ। ଶେଷ ଦିନଟି ରବିବାର ପଡ଼ିଥିବାରୁ ଖେଳାଳିମାନେ ଓଡ଼ିଶାର ସଂସ୍କୃତି ଓ କଳାକୁ ସାଉଁଣ୍ଟୁଥିବା ଦେଖିବାକୁ ମିଳିଛି। ଟ୍ରକ୍‌ରୁ ରିଲାକ୍ସ ପାଇବା ପରେ ଖେଳାଳିମାନେ ଭୁବନେଶ୍ୱରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି। ଓଡ଼ିଶା କଳା ଓ ସଂସ୍କୃତିକକୁ ସାଇତି ରଖିବା ପାଇଁ ସପିଂ କରିବା ସହିତ ପରସ୍ପର ମାଧ୍ୟରେ ସେଲ୍‌ଫି’ ଉଠାଇଥିଲେ। ଏହାଛଡ଼ା କେତେକ ଖେଳାଳି ଭୁବନେଶ୍ୱରର ପର୍ଶୁରାମେଶ୍ୱର, ମୁକ୍ତେଶ୍ୱର ଓ ଲିଙ୍ଗରାଜ ମନ୍ଦିର […]

asian athatlic

Rakesh Mallick
  • Published: Sunday, 09 July 2017
  • , Updated: 10 July 2017, 07:33 AM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ ଆଜି ଥିଲା ଉଦ୍‌ଯାପନୀ ଦିବସ। ଶେଷ ଦିନଟି ରବିବାର ପଡ଼ିଥିବାରୁ ଖେଳାଳିମାନେ ଓଡ଼ିଶାର ସଂସ୍କୃତି ଓ କଳାକୁ ସାଉଁଣ୍ଟୁଥିବା ଦେଖିବାକୁ ମିଳିଛି। ଟ୍ରକ୍‌ରୁ ରିଲାକ୍ସ ପାଇବା ପରେ ଖେଳାଳିମାନେ ଭୁବନେଶ୍ୱରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି। ଓଡ଼ିଶା କଳା ଓ ସଂସ୍କୃତିକକୁ ସାଇତି ରଖିବା ପାଇଁ ସପିଂ କରିବା ସହିତ ପରସ୍ପର ମାଧ୍ୟରେ ସେଲ୍‌ଫି’ ଉଠାଇଥିଲେ। ଏହାଛଡ଼ା କେତେକ ଖେଳାଳି ଭୁବନେଶ୍ୱରର ପର୍ଶୁରାମେଶ୍ୱର, ମୁକ୍ତେଶ୍ୱର ଓ ଲିଙ୍ଗରାଜ ମନ୍ଦିର ଓଡ଼ିଶାର କଳା ଓ ସଂସ୍କୃତିକୁ ବୁଲି ଦେଖିଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କେତେକ ଦେଶର ଖେଳାଳି ରାଜ୍ୟର ଅନ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟ ପରିଦର୍ଶନ କରିଛନ୍ତି।

ମାଲେସିଆ ଆଥ୍‌ଲେଟିକ୍‌ ସିନ୍ ୟେ କହିଛନ୍ତି-“ଓଡ଼ିଶା ହେଉଛି ଏକ ଗ୍ରେଟ୍‌ ପ୍ଲେସ୍‌। ଏହାର ପ୍ରକୃତି ଅତିବମନୋରମ। ଏହା ସବୁ ଦିନ ପାଇଁ ମନେ ରହିବ।”

Related story