ଆସନ୍ତାକାଲି କମନ୍ ଆଡମିଶନ ଟେଷ୍ଟ ବା କ୍ୟାଟ୍

ଭୁବନେଶ୍ୱର: ସମ୍ୱଲପୁର ସମେତ ଦେଶର ୧୯ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବା ଆଇଆଇଏମ୍ରେ ନାମଲେଖା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ କମନ ଆଡମିଶନ ଟେଷ୍ଟ ବା କ୍ୟାଟ୍। ଚଳିତ ଥର ନୂଆ ଫର୍ମାଟରେ ଏହି ଏଣ୍ଟ୍ରାନ୍ସ ଅନୁଷ୍ଠିତ ହେବ। ନୂଆ ନିୟମ ଅନୁଯାୟୀ ପରୀକ୍ଷାର୍ଥୀ ସ୍କ୍ରିନ୍ କାଲକୁଲେଟର ବ୍ୟବହାର କରିପାରିବେ। ତା ସହିତ ପିଲାମାନଙ୍କୁ ପୂର୍ବାପେକ୍ଷା ୧୦ ମିନିଟ୍ ଅଧିକ ସମୟ ମିଳିବ। ମଲଟିପୁଲ୍ ଚଏସ୍ ପ୍ରଶ୍ନ ସାଙ୍ଗକୁ ନନ୍ ମଲଟିପୁଲ୍ ଚଏସ୍ ପ୍ରଶ୍ନ ମଧ୍ୟ […]

student

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 01:50 PM IST

ଭୁବନେଶ୍ୱର: ସମ୍ୱଲପୁର ସମେତ ଦେଶର ୧୯ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବା ଆଇଆଇଏମ୍ରେ ନାମଲେଖା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ କମନ ଆଡମିଶନ ଟେଷ୍ଟ ବା କ୍ୟାଟ୍। ଚଳିତ ଥର ନୂଆ ଫର୍ମାଟରେ ଏହି ଏଣ୍ଟ୍ରାନ୍ସ ଅନୁଷ୍ଠିତ ହେବ। ନୂଆ ନିୟମ ଅନୁଯାୟୀ ପରୀକ୍ଷାର୍ଥୀ ସ୍କ୍ରିନ୍ କାଲକୁଲେଟର ବ୍ୟବହାର କରିପାରିବେ। ତା ସହିତ ପିଲାମାନଙ୍କୁ ପୂର୍ବାପେକ୍ଷା ୧୦ ମିନିଟ୍ ଅଧିକ ସମୟ ମିଳିବ। ମଲଟିପୁଲ୍ ଚଏସ୍ ପ୍ରଶ୍ନ ସାଙ୍ଗକୁ ନନ୍ ମଲଟିପୁଲ୍ ଚଏସ୍ ପ୍ରଶ୍ନ ମଧ୍ୟ ରହିବ। ମଲଟିପୁଲ୍ ଚଏସ୍ ପ୍ରଶ୍ନରେ ମାଇନସ୍ ମାର୍କିଂ ରହିବ। ଓଡ଼ିଶାର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ୱଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି।

Related story