ମୌସୁମୀ ଅଧିବେଶନ: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍‌  ଗୃହରେ ପାରିତ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଗତକାଲି ଶେଷ ହୋଇଛି। ଗତକାଲି ବହୁ ପ୍ରତିକ୍ଷୀତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ଫଳରେ ଏଣିକି ବିପୁୟୁଟି ଓ ଏହା ଅଧୀନସ୍ଥ ସମସ୍ତ ଇଞ୍ଜିନିୟରିଂ କଲେଜର ପ୍ରଶାସନିକ ଓ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ରାଜ୍ୟ ସରକାର  ହସ୍ତକ୍ଷେପ କରିପାରିବେ। ସେହିପରି ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସଲର କରାଯାଇଛି। ଏଣିକି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ୩ ବର୍ଷ ରହିବ ଓ […]

assembly

assembly

Rakesh Mallick
  • Published: Friday, 30 September 2016
  • Updated: 30 September 2016, 10:45 AM IST

Sports

Latest News

assemblyଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଗତକାଲି ଶେଷ ହୋଇଛି। ଗତକାଲି ବହୁ ପ୍ରତିକ୍ଷୀତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ଫଳରେ ଏଣିକି ବିପୁୟୁଟି ଓ ଏହା ଅଧୀନସ୍ଥ ସମସ୍ତ ଇଞ୍ଜିନିୟରିଂ କଲେଜର ପ୍ରଶାସନିକ ଓ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ରାଜ୍ୟ ସରକାର  ହସ୍ତକ୍ଷେପ କରିପାରିବେ। ସେହିପରି ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସଲର କରାଯାଇଛି। ଏଣିକି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ୩ ବର୍ଷ ରହିବ ଓ କୁଳସଚିବ ପଦରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଯୁକ୍ତ ହେବେ।

ରାଜ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଆଇନ ଆଣିଥିବା କୁହାଯାଉଛି। ସେହିପରି ରାଜ୍ୟରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ ବିଧାନସଭାରେ ଓଡ଼ିଶା ପରୀକ୍ଷା ସଞ୍ଚାଳନ ସଂଶୋଧନ ବିଲ୍‌ ୨୦୧୬ ପାରିତ ହୋଇଛି।

ଏହି ବିଲ୍‌ ଅନୁସାରେ ପରୀକ୍ଷାରେ କପି ଓ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଦୋଷୀଙ୍କ ବିରୋଧରେ ୨ ବର୍ଷରୁ ୫ ବର୍ଷ ଯାଏଁ ଜେଲ୍‌ ଦଣ୍ଡ ସାଙ୍ଗକୁ ୧ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି।

ଗତକାଲି ବିଧାନସଭାରେ ଓଡ଼ିଶା ଚିକିତ୍ସା ପ୍ରତିଷ୍ଠାନ ନିୟନ୍ତ୍ରଣ ଓ ବିନିମୟ ସଂଶୋଧନ ବିଲ୍‌, ଓଡ଼ିଶା ଅବକାରୀ ସଂଶୋଧନ ବିଲ୍‌ ୨୦୧୬ ମଧ୍ୟ ବିଧାନସଭାରେ ପାରିତ ହୋଇଛି।

ଚଳିତ ମୌସୁମୀ ଅଧିବେଶନରେ ମୋଟ ୧୨ଟି ବିଲ୍‌ ଗୃହରେ ଉପସ୍ଥାପନ ହୋଇଥିଲା। ଏଥିରୁ ୧୧ଟି ବିଲ୍‌ ଏହି ଅଧିବେଶନରେ ପାରିତ ହୋଇଛି। ଚଳିତ ଅଧିବେଶନରେ ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗକୁ ନେଇ ଗୃହ ବେଶ୍‌ ସରଗରମ୍‌ ଥିଲା। ୪ଟି ମୁଲତବୀ ପ୍ରସ୍ତାବ ଗୃହରେ ଗ୍ରହଣ ହୋଇଥିବା ବେଳେ ୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

ଗତ ୨୧ ତାରିଖରେ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story