କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ବଜାୟ ରଖିବା ସହ ସଦସ୍ୟଙ୍କ ବସିବା ଲାଗି ବିଶେଷ ଆୟୋଜନ ହୋଇଛି । ଅଧିବେଶନ ପାଇଁ ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଉଛି।  ତେବେ ପ୍ରଥମ ଦିନରେ ସଂଗୃହିତ ୭୫୭ ନମୁନାରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଟେଷ୍ଟିଂ ପାଇଁ ବିଧାନସଭା ପରିସରରେ ୬ଟି କାଉଣ୍ଟର […]

assembly

assembly

Niharika Rout
  • Published: Monday, 28 September 2020
  • Updated: 28 September 2020, 07:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ବଜାୟ ରଖିବା ସହ ସଦସ୍ୟଙ୍କ ବସିବା ଲାଗି ବିଶେଷ ଆୟୋଜନ ହୋଇଛି ।

ଅଧିବେଶନ ପାଇଁ ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଉଛି।  ତେବେ ପ୍ରଥମ ଦିନରେ ସଂଗୃହିତ ୭୫୭ ନମୁନାରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ଟେଷ୍ଟିଂ ପାଇଁ ବିଧାନସଭା ପରିସରରେ ୬ଟି କାଉଣ୍ଟର କରାଯାଇଥିବା ବେଳେ ଆଜି ମଧ୍ୟ ନମୁନା ସଂଗ୍ରହ ହେବ । ପରୀକ୍ଷାରେ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ, କେବଳ ସେମାନଙ୍କୁ ହିଁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ।

ମନ୍ତ୍ରୀ, ବିଧାୟକ ଓ ବିଧାନସଭାର ସମସ୍ତ କର୍ମଚାରୀ ନିଜର କରୋନା ଟେଷ୍ଟ କରାଇବା ବାଧ୍ୟତାମୂଳକ କରାଯାଇଛି । ସେପଟେ ଧାରଣାସ୍ଥଳରେ ମଧ୍ୟ କୋଭିଡ ନିୟମ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି  ପୁଲିସ୍‌  କମିଶନର ସୁଧାଂଶୁ ଷଡ଼ଙ୍ଗୀ । ବିକ୍ଷୋଭ ନେଇ ଏପର୍ଯ୍ୟନ୍ତ କେହି ଆବେଦନ କରି ନାହାନ୍ତି । ଯଦି କେହି ଆବେଦନ କରିବେ, ତା ହେଲେ ସରକାର ନିଷ୍ପତ୍ତି ନେବେ ବୋଲି ସିପି ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story