‘ହକି ଇଣ୍ଡିଆ’ ପାଳିଲା ବିଶାଳ ଦେବଙ୍କ ଜନ୍ମଦିନ, ବିଦେଶିନୀ CEOଙ୍କ ସହ ଫଟୋ ଭାଇରାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛିଦିନ ହେଲା ହକି ବିଶ୍ୱକପ୍‌କୁ ନେଇ ରାଜଧାନୀ ଭୁବନେଶ୍ୱରର ପରିବେଶ ସରଗରମ ରହିଛି। ହକି ଖେଳକୁ କମ୍‌, ଲୋକେ ଚକାଚକ୍‌ ଆଡ଼ମ୍ବର ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବେଶୀ ଉପଭୋଗ କରୁଛନ୍ତି। ତେବେ କଳିଙ୍ଗ ଷ୍ଟାଡିୟମର ଏହି କୋଳାହଳ, କିଛିଦିନ ହେଲା ସରକାରୀ ବାବୁ ଏବଂ ବିଜେଡି ନେତାମନ୍ତ୍ରୀଙ୍କ ପାଇଁ ଅଦିନିଆ ଦଶହରା ଉତ୍ସବ ପାଲଟିଛି। ବିଶେଷକରି ସରକାରୀ ବାବୁମାନେ ଭଲ ଫାଇଦା ଉଠାଇଥିବା ଦେଖିବାକୁ ମିଳିଛି। କାହାକୁ ମିଳୁ ନମିଳୁ, ସରକାରୀ ବାବୁଙ୍କ […]

1

1

Tapas Behera
  • Published: Wednesday, 12 December 2018
  • Updated: 12 December 2018, 10:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛିଦିନ ହେଲା ହକି ବିଶ୍ୱକପ୍‌କୁ ନେଇ ରାଜଧାନୀ ଭୁବନେଶ୍ୱରର ପରିବେଶ ସରଗରମ ରହିଛି। ହକି ଖେଳକୁ କମ୍‌, ଲୋକେ ଚକାଚକ୍‌ ଆଡ଼ମ୍ବର ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବେଶୀ ଉପଭୋଗ କରୁଛନ୍ତି। ତେବେ କଳିଙ୍ଗ ଷ୍ଟାଡିୟମର ଏହି କୋଳାହଳ, କିଛିଦିନ ହେଲା ସରକାରୀ ବାବୁ ଏବଂ ବିଜେଡି ନେତାମନ୍ତ୍ରୀଙ୍କ ପାଇଁ ଅଦିନିଆ ଦଶହରା ଉତ୍ସବ ପାଲଟିଛି। ବିଶେଷକରି ସରକାରୀ ବାବୁମାନେ ଭଲ ଫାଇଦା ଉଠାଇଥିବା ଦେଖିବାକୁ ମିଳିଛି।

କାହାକୁ ମିଳୁ ନମିଳୁ, ସରକାରୀ ବାବୁଙ୍କ ପାଇଁ ଟିକେଟ୍‌ ଓ ପାସ୍‌ ମାଳମାଳ। ଏସବୁ ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି, IAS ବାବୁ ବିଶାଳ ଦେବ। କାରଣ ସେ ହେଉଛନ୍ତି ରାଜ୍ୟର ଯୁବ ଓ କ୍ରୀଡ଼ା ବିଭାଗର ସଚିବ, ଯାହାଙ୍କ କଥାରେ ଚାଲିଛି ହକି ବିଶ୍ୱକପ୍। ତେବେ ସୋଶାଲ୍‌ ମିଡିଆରେ ତାଙ୍କର ଏକ ଫଟୋକୁ ନେଇ ଏବେ ଭାରି ଚର୍ଚ୍ଚା। ଘଟଣାଟି ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ଘଟିଛି କଳିଙ୍କ ଷ୍ଟାଡିୟମ ଭିତରେ।

ଜଣେ ବିଦେଶିନୀଙ୍କ ସହ ବିଶାଳ ଦେବଙ୍କ ସେଲେବ୍ରେସନ୍ ମୁଡ୍‌ର ଏହି ଫଟୋଟି ଏବେ ଭାଇରାଲ ହେଉଛି। ବିଦେଶିନୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ହକି ଇଣ୍ଡିଆର CEO ଏଲେନା ନର୍ମନ୍‌। ଫଟୋଟି ହେଉଛି ବିଶାଳ ଦେବଙ୍କ ଜନ୍ମଦିନ ଉତ୍ସବର। ଏଲେନା ବିଶାଳ ଦେବଙ୍କୁ ମିଠା ଖୁଆଇ ଦେଉଛନ୍ତି। ଗତ ୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହିଁ ବିଶାଳ ଦେବ ନିଜ ଜନ୍ମଦିନ ପାଳିଥିଲେ। ଫଟୋ ଗୁଡ଼ିକ ପୁଣି ‘ହକି ଇଣ୍ଡିଆ’ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ ହୋଇଛି। କ୍ୟାପ୍‌ସନ୍‌ରେ ଲେଖାଯାଇଛି- ହକି ଇଣ୍ଡିଆ ପାଳିଲା କମିଶନର କମ୍ ସେକ୍ରେଟାରୀ ବିଶାଳ ଦେବଙ୍କ ଜନ୍ମଦିନ।

ହକି ଇଣ୍ଡିଆ ଦ୍ୱାରା ବିଶାଳ ଦେବଙ୍କ ଜନ୍ମଦିନ ପାଳନକୁ ନେଇ ବିଭିନ୍ନ ସ୍ତରରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ହକି ଇଣ୍ଡିଆ ସିଇଓ ଚାହିଁଥିଲେ ନିଜ ଟ୍ୱିଟର ହ୍ୟାଣ୍ଡଲ୍‌ରୁ ଫଟୋ ଗୁଡ଼ିକ ପୋଷ୍ଟ କରିପାରିଥାନ୍ତେ। କିନ୍ତୁ ହକି ଇଣ୍ଡିଆକୁ ଏଥିପାଇଁ ବ୍ୟବହାର କରିବା ସମୀଚୀନ ନୁହେଁ ବୋଲି କ୍ରୀଡ଼ାପ୍ରେମୀ ମହଲରେ ଚର୍ଚ୍ଚା ହେଉଛି। ଚଳିତ ହକି ବିଶ୍ୱକପ୍‌ରେ ନିଜ ବ୍ୟବହାର ଓ ଆଚରଣକୁ ନେଇ ବିଶାଳ ଦେବ ଖୁବ୍‌ ଚର୍ଚ୍ଚା ଓ ବିବାଦରେ ରହି ଆସିଛନ୍ତି।

ଓଡ଼ିଶାର ନମ୍ବର-୧ ନ୍ୟୁଜ୍‌ ଚ୍ୟାନେଲ୍ ‘ଓଟିଭି’ ପ୍ରତିନିଧିଙ୍କୁ ଦୁର୍ବ୍ୟବହାରର ଚିତ୍ର ସାରା ଓଡ଼ିଶା ଦେଖିବା ସହ ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ପରେ ଓଟିଭି ସମେତ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଆକ୍ରିଡିଟେସନ୍ କଟାଯିବାକୁ ନେଇ ବିଶାଳ ଦେବ ବିବାଦୀୟ ହୋଇପଡ଼ିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଓ ହକି ବିଶ୍ୱକପ୍‌ରେ ନିଜ ମନମାନି ଚଳେଇବାକୁ ସେ ଯେ ସରକାରଙ୍କୁ ସମାଲୋଚନା କରୁଥିବା ଗଣମାଧ୍ୟମକୁ ଏହାଠାରୁ ଦୂରେଇ ରଖିବାକୁ ଷଡ଼ଯନ୍ତ୍ର କରିଥିଲେ, ତାହା ଏବେ ଚର୍ଚ୍ଚା ହେଉଛି। ଅବଶ୍ୟ ଓଟିଭିର ଆକ୍ରିଡିଟେସନ୍ କାଟିବା ମାମଲାରେ ତାଙ୍କ ଉପରେ ହାଇକୋର୍ଟ ଛାଟ ବାଜି ସାରିଛି।

କିନ୍ତୁ ଜନ୍ମଦିନ ପାଳନ ଫଟୋ ପଦାକୁ ଆସିବା ପରେ ଏବେ ଜଣାପଡ଼ୁଛି, କାହିଁକି ସେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କଳିଙ୍ଗ ଷ୍ଟାଡିୟମ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story