ଆଠଗଡ: ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଆଠଗଡ: ଆଠଗଡ଼ସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶୁକ୍ରବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ  ନେଇ ଉତ୍ତେଜନା ଦେଖାଦେଇଛି । ରାତିରେ ପ୍ଲାଣ୍ଟର ବିକେଟିଂ ସାଇଟରେ କାର୍ଯ୍ୟ କରୁଥିବାବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ଟ୍ରିପର ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଶ୍ରମିକଙ୍କ ଘର ଆଠଗଡ଼ର ଦହିସରା ଗାଁରେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଗ୍ରାମବାସୀ କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି ।

khorda

khorda

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 06:29 AM IST

ଆଠଗଡ: ଆଠଗଡ଼ସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶୁକ୍ରବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ  ନେଇ ଉତ୍ତେଜନା ଦେଖାଦେଇଛି । ରାତିରେ ପ୍ଲାଣ୍ଟର ବିକେଟିଂ ସାଇଟରେ କାର୍ଯ୍ୟ କରୁଥିବାବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ଟ୍ରିପର ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଶ୍ରମିକଙ୍କ ଘର ଆଠଗଡ଼ର ଦହିସରା ଗାଁରେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଗ୍ରାମବାସୀ କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos