ଆଠଗଡ : ବିନ୍ଧାଣିମା ଗାଁରେ ଯୁବକଙ୍କୁ ଗୁଳି କରି ହତ୍ୟା

ଆଠଗଡ: ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗାଁରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ କାଳନ୍ଦୀ ଜେନା। ରବିବାର ରାତିରେ ସେ ଗାଧୋଇ ଘରକୁ ଫେରୁଥିବାବେଳେ କିଛି ଅଜଣା ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

murder

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 02:10 AM IST

Related story