ଧରା ପଡ଼ିଲା ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗ   

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ଏକ ଅନ୍ତରାଜ୍ୟ ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍‌। ସେମାନଙ୍କଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , ୩୦ଟି ଏ.ଟି.ଏମ କାର୍ଡ , ସେମାନେ ବ୍ୟବହୃତ କରୁଥିବା ୪ଟି ମୋବାଇଲ ଫୋନ , ଲାପ୍‌ଟପ୍‌ ସମେତ ଏକ କାର୍‌ ମଧ୍ୟ ଜବତ ହୋଇଛି। ଏହି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି […]

smb-4

smb-4

Niharika Rout
  • Published: Friday, 20 December 2019
  • Updated: 20 December 2019, 02:41 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ଏକ ଅନ୍ତରାଜ୍ୟ ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍‌। ସେମାନଙ୍କଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , ୩୦ଟି ଏ.ଟି.ଏମ କାର୍ଡ , ସେମାନେ ବ୍ୟବହୃତ କରୁଥିବା ୪ଟି ମୋବାଇଲ ଫୋନ , ଲାପ୍‌ଟପ୍‌ ସମେତ ଏକ କାର୍‌ ମଧ୍ୟ ଜବତ ହୋଇଛି। ଏହି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌।

ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ  ତାକୁ ଗିରଫ କରିବା ପାଇଁ ୪ଟି ଟିମ୍‌  ଗଠନ କରାଯାଇଥିବା ସମ୍ବଲପୁର  ଏସ୍.ପି ସୂଚନା ଦେଇଛନ୍ତି  । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ସମ୍ବଲପୁରର ହୋଇଥିବା ବେଳେ ଆଉ ଦୁଇଜଣ ବିହାରର ବୋଲି ଜଣା ପଡିଛି । ଏହି ଗ୍ୟାଙ୍କ ଏଟିଏମ୍‌ରେ  ଛପି ରହି ଭିତରକୁ ଯାଉଥିବା ଗ୍ରାହକଙ୍କ ପିନ କୋର୍ଡ ମନେ ରଖି ପରେ ସ୍କିମର ମେସିନ ବ୍ୟବହାର କରି  ଟଙ୍କା ଉଠାଇ ନେଉଥିବା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story