‘ମୋବାଇଲ ଦେ’ ବୋଲି ସାମ୍ବାଦିକଙ୍କୁ ଧମକାଇଲେ, ନ ଦେବାରୁ ଲୁହା ରଡ୍‌ରେ ପିଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋବାଇଲ ଦେ, ମୋବାଇଲ ଦେ’ ବୋଲି ଧମକାଇଲେ। ମାତ୍ର ସାମ୍ବାଦିକ ଜଣଙ୍କ ମୋବାଇଲ ନ ଦେବାରୁ ୨ ଜଣ ଯୁବକ ତାଙ୍କୁ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜଧାନୀର  ଶତାବ୍ଦୀ ନଗର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି। ଆଉ ଆକ୍ରମଣର ଶିକାର ହୋଇଥିବା ବରିଷ୍ଠ ସାମ୍ବାଦିକଙ୍କ ନାଁ ସତ୍ୟ ରଞ୍ଜନ ଭଞ୍ଜ। ସେ ଏକ ଖବରକାଗଜରେ ପଶ୍ଚିମ ଓଡ଼ିଶା ମୁଖ୍ୟ ଭାବେ କାମ କରୁଛନ୍ତି । […]

attack

attack

Niharika Rout
  • Published: Friday, 01 October 2021
  • Updated: 01 October 2021, 12:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋବାଇଲ ଦେ, ମୋବାଇଲ ଦେ’ ବୋଲି ଧମକାଇଲେ। ମାତ୍ର ସାମ୍ବାଦିକ ଜଣଙ୍କ ମୋବାଇଲ ନ ଦେବାରୁ ୨ ଜଣ ଯୁବକ ତାଙ୍କୁ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜଧାନୀର  ଶତାବ୍ଦୀ ନଗର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି। ଆଉ ଆକ୍ରମଣର ଶିକାର ହୋଇଥିବା ବରିଷ୍ଠ ସାମ୍ବାଦିକଙ୍କ ନାଁ ସତ୍ୟ ରଞ୍ଜନ ଭଞ୍ଜ। ସେ ଏକ ଖବରକାଗଜରେ ପଶ୍ଚିମ ଓଡ଼ିଶା ମୁଖ୍ୟ ଭାବେ କାମ କରୁଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସତ୍ୟ ରଞ୍ଜନଙ୍କ ଭାଇଙ୍କ କହିବାନୁଯାୟୀ,  ପରିବାର ସହ ସତ୍ୟ ରଞ୍ଜନ ଶତାବ୍ଦୀ ନଗର ଅଞ୍ଚଳରେ ରହୁଛନ୍ତି। ଆଜି ସକାଳେ ସେ ମର୍ଣ୍ଣିଂ ୱାକ୍ କରିବାକୁ ଯାଇଥିଲେ। ଘରଠୁ ମାତ୍ର ୫ଶହ ମିଟର ଦୂରରେ ଥିବା ବେଳେ ୨ ଜଣ ଯୁବକ ଏକ ବାଇକ୍‌ରେ ତାଙ୍କ ପିଛା କରି ଆସିଲେ। ତାଙ୍କ ନିକଟରେ ଗାଡ଼ି ଅଟକାଇ ମୋବାଇଲ ଦେ ବୋଲି ଧମକାଇଥିଲେ। ମାତ୍ର ସତ୍ୟରଞ୍ଜନ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ୨ ଯୁବକ ସାଙ୍ଗରେ ଆଣିଥିବା ଏକ ଲୁହା ରଡ୍‌ରେ ସତ୍ୟ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେମାନେ ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକ ସତ୍ୟରଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ସତ୍ୟଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ରାଜଧାନୀରେ ଢିଲା ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାତିରେ ବାହାରକୁ ବାହାରିବାକୁ ଲୋକେ ସୁରକ୍ଷିତ ମଣୁ ନ ଥିବା ବେଳେ ଦିନରେ ବି ମରଣାତ୍ମକ ଆକ୍ରମଣର ଶିକାର ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story