ଦୁଇ ଗୋଷ୍ଠୀ ଗଣ୍ଡଗୋଳରେ ଫସିଗଲେ ଡ୍ରାଇଭର, ଛେଚା ଖାଇଲେ

ଜଳେଶ୍ୱର(ଅଜିତ କୁମାର ଦାସ): ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ବେଳେ ଫସିଗଲେ ନିରୀହ ଡ୍ରାଇଭର। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ନିର୍ଧୁମ ଛେଚିଲେ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନିଧିବଣି ଛକରେ। ଆହତ ଡ୍ରାଇଭର ନାଁ ଅଚିନ୍ତ ମହାନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ସମୟରେ କାଳିପପୂଜାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ ଗଣ୍ଡଗୋଳ ଚାଲିଥିଲା। ଏହି ସମୟରେ ଅଚିନ୍ତ ଗାଡ଼ି ନେଇ ସେହି […]

ddd

ddd

Jitendra Garnayak
  • Published: Wednesday, 07 November 2018
  • Updated: 07 November 2018, 01:28 PM IST

Sports

Latest News

ଜଳେଶ୍ୱର(ଅଜିତ କୁମାର ଦାସ): ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ବେଳେ ଫସିଗଲେ ନିରୀହ ଡ୍ରାଇଭର। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ନିର୍ଧୁମ ଛେଚିଲେ।

ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନିଧିବଣି ଛକରେ। ଆହତ ଡ୍ରାଇଭର ନାଁ ଅଚିନ୍ତ ମହାନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ସମୟରେ କାଳିପପୂଜାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ ଗଣ୍ଡଗୋଳ ଚାଲିଥିଲା। ଏହି ସମୟରେ ଅଚିନ୍ତ ଗାଡ଼ି ନେଇ ସେହି ରାସ୍ତା ଦେଇ ଆସୁଥିଲେ। ସାଇଟ୍ ମାଗିବାରୁ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାଡ଼ ମାରିଥିଲେ।

ଏହି ଘଟଣାରେ ପୁଲିସ୍ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos