ବାବାଙ୍କ ଇଚ୍ଛା ପ୍ରବଳ, ପାର୍ଟି ସିଗନାଲ ଦୁର୍ବଳ

ସାଧାରଣ ନିର୍ବାଚନ ଆଉ ଗୋଟିଏ ବର୍ଷ ରହିଲା। ଏଥିପାଇଁ ବାବାଙ୍କୁ ଟିକେଟ ମିଳୁ ବା ନ ମିଳୁ ତାଙ୍କ ଇଚ୍ଛା ଜଣାଇ ସାରିଲେଣି। ଭୁବନେଶ୍ୱରରୁ ବହୁ ବାର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ପାଟ୍ଟଶାଣୀ ବାବୁ। ଜନତା ଦଳରୁ ଏବେ ବିଜୁ ଜନତା ଦଳରେ। ହେଲେ ଗତ ୨୦୧୯ ସାଧାରଣ ନିର୍ବାଚନରେ ପାଟ୍ଟଶାଣୀଙ୍କୁ ଟିକେଟ୍ ମିଳିଲାନି। ଏବେ ନିର୍ବାଚନୀ ବର୍ଷ ପାଖେଇ ଆସୁଥିବାରୁ ପୁଣିଥରେ ଟିକେଟ୍ ଚର୍ଚ୍ଚାରେ ବାବା ପାଟ୍ଟଶାଣୀ। ଏଥର କିନ୍ତୁ ପୁରୀରୁ ଲଢ଼ିବେ ବୋଲି ଟିକେ ଟିକେ ଚର୍ଚ୍ଚା ହେଉଛି।

Debendra Prusty
  • Published: Friday, 05 May 2023
  • Updated: 05 May 2023, 01:46 PM IST

Sports

Latest News

ସାଧାରଣ ନିର୍ବାଚନ ଆଉ ଗୋଟିଏ ବର୍ଷ ରହିଲା। ଏଥିପାଇଁ ବାବାଙ୍କୁ ଟିକେଟ ମିଳୁ ବା ନ ମିଳୁ ତାଙ୍କ ଇଚ୍ଛା ଜଣାଇ ସାରିଲେଣି। ଭୁବନେଶ୍ୱରରୁ ବହୁ ବାର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ପାଟ୍ଟଶାଣୀ ବାବୁ। ଜନତା ଦଳରୁ ଏବେ ବିଜୁ ଜନତା ଦଳରେ। ହେଲେ ଗତ ୨୦୧୯ ସାଧାରଣ ନିର୍ବାଚନରେ ପାଟ୍ଟଶାଣୀଙ୍କୁ ଟିକେଟ୍ ମିଳିଲାନି। ଏବେ ନିର୍ବାଚନୀ ବର୍ଷ ପାଖେଇ ଆସୁଥିବାରୁ ପୁଣିଥରେ ଟିକେଟ୍ ଚର୍ଚ୍ଚାରେ ବାବା ପାଟ୍ଟଶାଣୀ। ଏଥର କିନ୍ତୁ ପୁରୀରୁ ଲଢ଼ିବେ ବୋଲି ଟିକେ ଟିକେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos