କାଉଣ୍ଟର କଲେ ବାବୁଶାନ୍, କହିଲେ ସେ ମୋର ଭଲ ସାଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବିକଳ ଫିଲ୍ମ ଷ୍ଟୋରି ଭଳି ଝଗଡ଼ା। ରିଲ ପରେ ରିଅଲ ଝଡ଼। ଫିଲ୍ମ ଷ୍ଟାର ବାବୁଶାନ୍-ତୃପ୍ତି-ପ୍ରକୃତି କଳି ନେଲା ପୁଣି ଏକ ମୋଡ଼। ଖରାପ ସଙ୍ଗତରେ ପୁଅ ପଡ଼ିଥିବା ନେଇ ମା ଅପରାଜିତାଙ୍କ ବୟାନ ପରେ ନୂଆ ଭିଡ଼ିଓ ଜାରି କରି ବାବୁଶାନ୍ କାଉଣ୍ଟର କରିଛନ୍ତି। ବାବୁଶାନ୍ କହିଛନ୍ତି, ସେ ମୋର ଭଲ ସାଙ୍ଗ। ପ୍ରକୃତି କୌଣସି ବ୍ଲାକମେଲ କରିନାହାଁନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ବାବୁଶାନ୍ କହିଛନ୍ତି, ନା ସେ […]

Babu-prakruti

Babu-prakruti

Niranjan Mishra
  • Published: Sunday, 24 July 2022
  • Updated: 25 July 2022, 01:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବିକଳ ଫିଲ୍ମ ଷ୍ଟୋରି ଭଳି ଝଗଡ଼ା। ରିଲ ପରେ ରିଅଲ ଝଡ଼। ଫିଲ୍ମ ଷ୍ଟାର ବାବୁଶାନ୍-ତୃପ୍ତି-ପ୍ରକୃତି କଳି ନେଲା ପୁଣି ଏକ ମୋଡ଼। ଖରାପ ସଙ୍ଗତରେ ପୁଅ ପଡ଼ିଥିବା ନେଇ ମା ଅପରାଜିତାଙ୍କ ବୟାନ ପରେ ନୂଆ ଭିଡ଼ିଓ ଜାରି କରି ବାବୁଶାନ୍ କାଉଣ୍ଟର କରିଛନ୍ତି। ବାବୁଶାନ୍ କହିଛନ୍ତି, ସେ ମୋର ଭଲ ସାଙ୍ଗ। ପ୍ରକୃତି କୌଣସି ବ୍ଲାକମେଲ କରିନାହାଁନ୍ତି।

ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ବାବୁଶାନ୍ କହିଛନ୍ତି, ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ ହଇରାଣ କରୁଛି। ସେ ମୋତେ ବହୁତ ଭଲ ସହଯୋଗ କରୁଛନ୍ତି।

ମା’ ଅପରାଜିତା ମହାନ୍ତି ଗଣମାଧ୍ୟମ ଜରିଆରେ ବାବୁଶାନ୍‌ଙ୍କୁ ଆକୁଳ କଣ୍ଠରେ ବାର୍ତ୍ତା ଦେଇ କହିଛନ୍ତି, ’ପୁଅ ଭୁଲ୍ ବାଟକୁ ଚାଲିଯାଇଛୁ। ତୋ ପୁଅ ତୋତେ ଖୋଜୁଛି। ତୁ ଚାଲିଆ। ଯାହା ସହ ସାଙ୍ଗ ହୋଇଛୁ ସେମାନେ ଭଲ ନୁହଁନ୍ତି।’

ତେଣେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିରୋଧରେ ବାବୁଶାନ୍‌ଙ୍କ ସଂପର୍କୀୟ ଭଉଣୀ ତୃପ୍ତି ମହାନ୍ତି ବର୍ଷିଛନ୍ତି। ସିଧାସଳଖ ତାଙ୍କୁ ଦୋଷ ଦେଇ କହିଛନ୍ତି, ପ୍ରକୃତି ମିଶ୍ର ଘର ଭାଙ୍ଗିଦେଲେ। ପୂର୍ବରୁ ପ୍ରକୃତି ଓ ମନ୍ମଥ ଅଙ୍କଲଙ୍କୁ ଏ ସମ୍ପର୍କରେ ଜଣାଇଥିଲୁ। ପ୍ରକୃତି ମିସ୍‌ବିହେଭ୍ କରିଥିଲେ। ମନ୍ମଥଙ୍କ ରେସପନ୍ସ ଜିରୋ ଥିଲା। ପିଲା ବଡ଼ ହେଲେଣି, ଆମ ହାତରେ ନାହାନ୍ତି ବୋଲି କହିଥିଲେ ମନ୍ମଥ ଅଙ୍କଲ। ବାବୁଶାନଙ୍କ ଜୀବନରୁ ପ୍ରକୃତି ଦୂରେଇ ଯାଆନ୍ତୁ ବୋଲି ବାବୁଶାନଙ୍କ ଭଉଣୀ ତୃପ୍ତି ମହାନ୍ତି କହିଛନ୍ତି।

ଭଉଣୀ ତୃପ୍ତି ମହାନ୍ତିଙ୍କ ଅଭିଯୋଗ ପରେ ପାଲଟା ଜବାବ ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ କହିଛନ୍ତି, କେହି କାହା ଘର ଭାଙ୍ଗି ପାରନ୍ତିନି। ଘର ଭାଙ୍ଗି ସାରିଛି। ତାଙ୍କୁ କୁହ ବେକରେ ଶିକୁଳି ପକାଇ ସ୍ୱାମୀକୁ ଘରେ ବାନ୍ଧି ରଖନ୍ତୁ।

ଏଭଳି ବାଦ ବିବାଦ ଭିତରେ ଅଭିନେତା ବାବୁଶାନ୍ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆଉ କାମ କରିବେ ନାହିଁ ବୋଲି କହିଥିଲେ। ସେ ଚେନ୍ନାଇ ଟୁରରେ ଥିବାବେଳେ ସେଠାରେ ଉତ୍କଳ ଦିବସ ପାଳିବାକୁ ଯାଇଥିବା ଉଲ୍ଲେଖ କରି ସେ ଏହି ଭିଡିଓ ଜାରି କରି ଏହି କଥା କହିଥିଲେ। ତାଙ୍କ ସହ ପ୍ରକୃତି ମିଶ୍ର ବି ଇନଭାଇଟେଡ ଥିବା ଉଲ୍ଲେଖ କରିଥିଲେ। 

ତେବେ ଅସମୟରେ ଉତ୍କଳ ଦିବସ ପାଳନ କରାଯିବା ଓ ଏହି ଦୁଇଷ୍ଟାରଙ୍କୁ ନିମନ୍ତ୍ରଣ କରାଯିବା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ବିଚରାସ୍ତାରେ ବାବୁସାନ୍, ପ୍ରକୃତି ବନାମ ତୃପ୍ତି କଳି ମାମଲାରେ ମୋଟ ୭ ଜଣଙ୍କ ଯଥା:- ବାବୁସାନଙ୍କ ମା ଅପରାଜିତା, ପତ୍ନୀ ତୃପ୍ତି, ଶ୍ୱଶୁର ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜ, ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ କରିଛି ପୁଲିସ। ତାସହ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ପୋଲିସ ନୋଟିସ୍ କରିଛି। ସତ୍ୟନଗରସ୍ଥିତ ଗେଷ୍ଟ ହାଉସ୍‌କୁ ବି ଯାଇ ତଦନ୍ତ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story