ଅନୁତାପ କରୁଛନ୍ତି ବାବୁଶାନ୍‌, ଆଗକୁ ଏପରି ହେବନି ବୋଲି ଆଶ୍ୱାସନା ଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ୍‌ ମହାନ୍ତି ଓ ପତ୍ନୀ ତୃପ୍ତି ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବାବୁଶାନଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଘଟଣାକୁ ନେଇ ବାବୁଶାନ ମଧ୍ୟ ଅନୁତାପ କରୁଛନ୍ତି। ଏଭଳି ଆଉ ହେବନି ବୋଲି ପରିବାରକୁ ଆଶ୍ୱାସନା ଦେଇଥିବା ଧରଣୀଧର ନାୟକ କହିଛନ୍ତି। ସେପଟେ ଚେନ୍ନାଇରୁ ଫେରିବା ପରେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ […]

Babushan-Mohanty

Babushan-Mohanty

Manoranjan Sial
  • Published: Thursday, 28 July 2022
  • Updated: 28 July 2022, 09:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ୍‌ ମହାନ୍ତି ଓ ପତ୍ନୀ ତୃପ୍ତି ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବାବୁଶାନଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଘଟଣାକୁ ନେଇ ବାବୁଶାନ ମଧ୍ୟ ଅନୁତାପ କରୁଛନ୍ତି। ଏଭଳି ଆଉ ହେବନି ବୋଲି ପରିବାରକୁ ଆଶ୍ୱାସନା ଦେଇଥିବା ଧରଣୀଧର ନାୟକ କହିଛନ୍ତି।

ସେପଟେ ଚେନ୍ନାଇରୁ ଫେରିବା ପରେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ବାବୁଶାନ। ଆଜି ସେ ନିଜ ମାଆ ଅପରାଜିତା ମହାନ୍ତିଙ୍କ ସହିତ ଘରର ବାଲକୋନିକୁ ଆସିଥିଲେ। ଫ୍ୟାନ୍‌ଙ୍କୁ ବାବୁସାନ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି। ଠିକ ସମୟରେ ଠିକ ଜିନିଷ କହିବି। ଏହା ସହିତ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ମାଆ ଅପରାଜିତା କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ। ଦୁଇ ଦିନ ପରେ ଗଣମାଧ୍ୟମକୁ ଭେଟିବେ।

ଗତ ୨୪ ତାରିଖ ଦିନ ସକାଳେ ବାବୁଶାନ ଓ ତାଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖିବାକୁ ମିଳିଥିଲା। ରାସ୍ତାରେ ଉଭୟଙ୍କୁ ବାବୁଶାନଙ୍କ ପତ୍ନୀ ତୃପ୍ତି ଦେଖି ଚିହିଁକି ଉଠିଥିଲେ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ମାଡ଼ ମାରିଥିଲେ। ଏପରି ତାଙ୍କୁ ଗୋଡ଼ାଇ ଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ମାଆ ଖାରବେଳନଗର ଥାନାରେ ଏତଲା ଦେଇଥିଲେ।

ସେହି ଦିନ ସନ୍ଧ୍ୟାରେ ବାବୁଶାନଙ୍କ ମାଆ ଅପରାଜିତା ବୋହୂ ରହୁଥିବା ଘରକୁ ଯାଇଥିଲେ। ସେଠାରୁ ବୋହୂକୁ ଧରି ଖାରବେଳନଗର ଥାନା ଯାଇଥିଲେ ଅପରାଜିତା। ପ୍ରକୃତିଙ୍କ ବିରୋଧରେ ତୃପ୍ତି ଅଭିଯୋଗ କହିଥିଲେ। ଉଭୟଙ୍କ ଅଭିଯୋଗ ଆଧାରରେ କମିଶନରେଟ୍‌ ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story