ପାଟକୁରାରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଶ୍ରୀ ପଣ୍ଡା ଗତକାଲି କେନ୍ଦ୍ରାପଡ଼ାରେ ପହଞ୍ଚି ନିର୍ବାଚନ ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବା ପରେ ଆଜି ଡେରାବିଶ ବ୍ଲକର ଗୋଲରାହାଟ ପଞ୍ଚାୟତରେ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ସେ ଆଜି ଦିନତମାମ ନିର୍ବାଚନମଣ୍ଡଳୀର ବିଭିନ୍ନ […]

baijayant-panda-campaigns-for-bijoy-mohapatra-in-patkura

Manoranjan Sial
  • Published: Friday, 12 July 2019
  • Updated: 12 July 2019, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଶ୍ରୀ ପଣ୍ଡା ଗତକାଲି କେନ୍ଦ୍ରାପଡ଼ାରେ ପହଞ୍ଚି ନିର୍ବାଚନ ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବା ପରେ ଆଜି ଡେରାବିଶ ବ୍ଲକର ଗୋଲରାହାଟ ପଞ୍ଚାୟତରେ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ସେ ଆଜି ଦିନତମାମ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶା ବିଧାନସଭାରେ ଉତ୍ତମ ଓ ଯୋଗ୍ୟ ପ୍ରତିନିଧି ରହିବା ଉଚିତ୍। ଯିଏ ବିତର୍କ କରିପାରିବେ, ପ୍ରସ୍ତାବ ଦେଇପାରିବେ,ପ୍ରଶ୍ନ ଉଠାଇବା ସହ ଜବାବ ମାଗିପାରିବେ। ବିଧାନସଭାରେ ବିଧାୟକମାନଙ୍କର ଯେଉଁଭଳି ଅଭିଜ୍ଞତା ଦରକାର, ଏବେ ବହୁତ କମ ଦେଖାଯାଉଛି। ବିଜୟବାବୁଙ୍କ ଭଳି ଅଭିଜ୍ଞ ନେତା ବିଧାନସଭା ଯିବା ଦରକାର। ବିଭିନ୍ନ ଆଳ ଦେଖାଇ ପାଟକୁରା ନିର୍ବାଚନକୁ ବିଳମ୍ବ କରାଗଲା। ଆଚରଣ ବିଧି ନଥିବାରୁ ତା’ ଭିତରେ ବହୁତ ବେଆଇନ କାର୍ଯ୍ୟ କରାଗଲା। ଲୋକେ ସତର୍କ ହେଲେଣି। ଏଠାରେ ବିଜେପି ନିଶ୍ଚିତ ଭାବେ ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ପାଟକୁରା ନିର୍ବାଚନ ଆସନ୍ତା ୨୦ତାରିଖରେ ହେବାକୁ ଥିବାବେଳେ ଉଭୟ ବିଜେପି ଓ ବିଜେଡିର ହେଭିୱେଟ୍ ନେତାମାନଙ୍କ ହାଇଭୋଲଟେଜ୍ ପ୍ରଚାର ସ୍ଥାନୀୟ ରାଜନୀତିକ ପାଣିପାଗକୁ ଉଷ୍ମ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story