ସୁଯୋଗ ମିଳିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ସେବା କରିବି: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ବିବାଦ ସମାଧାନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବା ଦରକାର। ଏଥିପାଇଁ କାହା ସହିତ ବୁଝାମଣା କରାଯାଇ ପାରିବ ନାହିଁ। ଆଜି ସମ୍ୱଲପୁର ପ୍ରେସ୍‌ କ୍ଲବରେ ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗଦେଇ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି। ସେ କହିଛନ୍ତି-“ପଶ୍ଚିମ ଓଡ଼ିଶାର ଅବିଭକ୍ତ ସମ୍ୱଲପୁର ଜିଲ୍ଲାରେ ମୋର ମାମୁ ଘର। ଏଠାରେ ମୋତେ ବହୁ ସ୍ନେହ ମିଳେ, ଆଜି ମଧ୍ୟ ମିଳୁଛି। ଯେତେଦୂର […]

baijayant.jpg12

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 09:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ବିବାଦ ସମାଧାନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବା ଦରକାର। ଏଥିପାଇଁ କାହା ସହିତ ବୁଝାମଣା କରାଯାଇ ପାରିବ ନାହିଁ। ଆଜି ସମ୍ୱଲପୁର ପ୍ରେସ୍‌ କ୍ଲବରେ ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗଦେଇ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି।

ସେ କହିଛନ୍ତି-“ପଶ୍ଚିମ ଓଡ଼ିଶାର ଅବିଭକ୍ତ ସମ୍ୱଲପୁର ଜିଲ୍ଲାରେ ମୋର ମାମୁ ଘର। ଏଠାରେ ମୋତେ ବହୁ ସ୍ନେହ ମିଳେ, ଆଜି ମଧ୍ୟ ମିଳୁଛି। ଯେତେଦୂର ସମ୍ଭବ ସେହି ସ୍ନେହକୁ ଫେରାଇ ଦେବାକୁ ଚେଷ୍ଟା କରୁଛି। ସୁଯୋଗ ମିଳିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସେବା କରିବି ବୋଲି କହିଛନ୍ତି।”

Related story