ଇଭିଏମ୍‌ ପ୍ରତି ଅହେତୁକ ଅବିଶ୍ୱାସ ଗଣତନ୍ତ୍ର ପାଇଁ କ୍ଷତିକାରକ: ବୈଜୟନ୍ତ

Ordigital Desk
  • Published: Tuesday, 19 December 2017
  • , Updated: 19 December 2017, 02:10 PM IST
<p>ଭୁବନେଶ୍ୱର: ଇଭିଏମ୍&zwnj; ପ୍ରତି ଅବିଶ୍ୱସନୀୟତାକୁ ସାଂସଦ ବୈଜୟନ୍ତ ପଣ୍ଡା ନାପସନ୍ଦ କରିଛନ୍ତି। ଟ୍ୱିଟ୍ ଜରିଆରେ ବୈଜୟନ୍ତ କହିଛନ୍ତି,&ldquo; ଇଭିଏମ୍ ପ୍ରତି ଅହେତୁକ ଅବିଶ୍ୱସନୀୟତା ଗଣତନ୍ତ୍ର ପାଇଁ କ୍ଷତିକାରକ। ପୂର୍ବରୁ ଇଭିଏମ୍&zwnj;ର ପରୀକ୍ଷଣ ହୋଇଛି। ବାଲଟ୍&zwnj; ପେପରକୁ ମତଦାତା ଦେଖିପାରିବାର ଆଶଙ୍କା ଥିଲା।&nbsp; ଇଭିଏମ୍&zwnj; ଉପରେ ଅନିଶ୍ଚିତତାର ପ୍ରଶ୍ନ ଉଠୁ ନାହିଁ।&rdquo;</p> <p>ଗତକାଲି ଗୁଜରାଟ ନିର୍ବାଚନ ଫଳାଫଳ ପରେ କିଛି ବିରୋଧୀ ନେତାଙ୍କ ସମେତ ପଟିଦାର ନେତା ହାର୍ଦ୍ଦିକ ପଟେଲ ରାଜ୍ୟ ସରକାରଙ୍କ ବିରୋଧରେ ଇିଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଥିଲେ।</p>

Related story